Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ବିମାନ ବନ୍ଦରରେ ଶ୍ରୀଜିୟୁଙ୍କର ମୂର୍ତ୍ତି ସ୍ଥାପନ ପାଇଁ ପ୍ରାଧିକରଣ କମିଟି ଦେଲା ପ୍ରସ୍ତାବ
ଆଜିର ଖବର

ଭୁବନେଶ୍ବର ବିମାନ ବନ୍ଦରରେ ଶ୍ରୀଜିୟୁଙ୍କର ମୂର୍ତ୍ତି ସ୍ଥାପନ ପାଇଁ ପ୍ରାଧିକରଣ କମିଟି ଦେଲା ପ୍ରସ୍ତାବ

November 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ବିମାନ ବନ୍ଦରରେ ଶ୍ରୀଜିୟୁଙ୍କର ମୂର୍ତ୍ତି ସ୍ଥାପନ ପାଇଁ ପ୍ରାଧିକରଣ କମିଟି ବୈଠକରେ ପ୍ରସ୍ତାବ

ଭୁବନେଶ୍ବର: ଆଜି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକରଣ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକାରଣ କମିଟିରେ ନବ ନିଯୁକ୍ତ ସଦ୍ୟସ ମାନଙ୍କୁ ନେଇ ପ୍ରଥମ ବୈଠକରେ ସାମିଲ ହୋଇଥିବା ଶ୍ରୀ ଉମେଶ ଖଣ୍ଡେଲୱାଲ ଏବଂ ଶ୍ରୀ ଯୁଗଂଶୁ ଶେଖର ପଣ୍ଡା ଙକର ପରିଚୟ ଏବଂ ସ୍ୱାଗତ କରାଯାଇଥିଲା।

ଏହି ବୈଠକ ରେ ଅଧ୍ୟକ୍ଷା  କିଛି ପ୍ରସ୍ତାବ ଉପସ୍ଥାପନ କରିଥିଲେ ମୁଖ୍ୟତଃ କିଭଳି ଭାବରେ ବିମାନ ବନ୍ଦରର ବିକାଶ ହୋଇ ପାରିବ, ଯାତ୍ରୀମାନେ କିଭଳି ଭାବରେ ସନ୍ତୋଷଲାଭ କରିପାରିବେ, ବିମାନ ବନ୍ଦରର ସୌନ୍ଦର୍ଯ୍ୟ କରଣ, କିଭଳି ଯାତ୍ରୀମାନେ ସୁରକ୍ଷା ପାଇପାରିବେ ଏବଂ କିପରି ଭାବରେ ବିଶ୍ଵସ୍ତରୀୟ ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ।

ଶ୍ରୀ ଖଣ୍ଡେଲୱାଲ ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ସେ ଅଧ୍ୟକ୍ଷା ଏବଂ ଏୟାରପୋର୍ଟ ଡିରେକଟର ଏବଂ ବିଭାଗୀୟ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଯାତ୍ରୀ ମାନଙ୍କ ସୁବିଧା ଏବଂ ସୁରକ୍ଷା ସହିତ ଏୟାରପୋର୍ଟ ପଡିଆର ବିସ୍ତାର ସହିତ ଆଧୁନିକକରଣ, ପର୍ଯ୍ୟବରଣ, ସୌନ୍ଦର୍ଯ୍ୟକ ରଣ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ଏୟାରପୋର୍ଟ ଡିରେକଟର ଶ୍ରୀ ପ୍ରସନ୍ନ ପ୍ରଧାନଙ୍କ ସହିତ ସବୁ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ। ପ୍ରାଧୀଜରଣ କମିଟି ସଦ୍ୟସ ଶ୍ରୀ ଉମେଶ ଖଣ୍ଡେଲୱାଲ ପ୍ରସ୍ତାବ ଦେଇଥିଲେ କି ସମ୍ପୂର୍ଣ ବିଶ୍ଵରେ ଓଡିଶା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାମ ନାମରେ ପ୍ରସିଦ୍ଧ ଅଛି। ଏୟାରପୋର୍ଟ ଠାରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଜୀ ଙ୍କର ମୂର୍ତ୍ତି ସ୍ଥାପିତ ହେବା ସହିତ ମହାପ୍ରସାଦ ବିକ୍ରି ସହିତ ଓଡିଶା ପ୍ରସିଦ୍ଧ ପଖାଳର ଏକ ଦୋକାନ ସୁଲଭ ମୂଲ୍ୟର ଖୋଳିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.