Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରରେ ଥିବା ତିନି ଆଇଏଏସଙ୍କ ହେଲା ପଦନ୍ନୋତି, ମିଳିଲା ନୂଆ ଦାୟିତ୍ବ
ଆଜିର ଖବର

କେନ୍ଦ୍ରରେ ଥିବା ତିନି ଆଇଏଏସଙ୍କ ହେଲା ପଦନ୍ନୋତି, ମିଳିଲା ନୂଆ ଦାୟିତ୍ବ

November 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରରେ ଥିବା ତିନି ଓଡିଶା ପାହ୍ୟା ଆଇଏଏସଙ୍କ ହେଲା ପଦନ୍ନୋତି, ମିଳିଲା ନୂଆ ଦାୟିତ୍ବ

ନୂଆଦିଲ୍ଲୀ: କେନ୍ଦ୍ରୀୟରେ ଥିବା ତିନି ଜଣ ବରିଷ୍ଠ ଓଡିଆ ଆଇଏଏସଙ୍କ ପଦନ୍ନୋତି ହୋଇ ନୂଆ ବିଭାଗରେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରମୋଦ କୁମାର ମେହେର୍ଦ୍ଦା, ସଂଜୀବ କୁମାର ମିଶ୍ର ଏବଂ ସଂଜୟ ରସ୍ତୋଗୀ।

ବରିଷ୍ଠ ଆଇଏଏସ ପ୍ରମୋଦ କୁମାର ମେହେର୍ଦ୍ଦା ଏବେ ‘ନ୍ୟାସନାଲ ଫୁଡ ସିକ୍ୟୁରିଟି ମିଶନ’ର ନୂଆ ପରିଚାଳନା ନିର୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦନା କରିବେ। ସେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛି। ସେ ପୂର୍ବରୁ କେନ୍ଦ୍ର ପାହ୍ୟାର ଯୁଗ୍ନ ସଚିବ ଥିଲେ। ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧୀନରେ ଉକ୍ତ ଏନଏଫସିଏମ ପଦବୀଟି ଅତିରିକ୍ତ ଶାସନ ସଚିବ ପାହ୍ୟା କରାଯାଇଛି।

ସେହିପରି ବରିଷ୍ଠ ଆଇଏଏସ ସଂଜୀବ କୁମାର ମିଶ୍ର ପରସୋନେଲ ଓ ଟ୍ରେନିଂ ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସିର ସେକ୍ରେଟାରୀ ଓ ଏକ୍ସାମିନର ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀ ବି ଅତିରିକ୍ତ ଶାସନ ସଚିବ ପାହ୍ୟା କରାଯାଇଛି।

ଅନ୍ୟତମ ଓଡିଶା କ୍ୟାଡର ଆଇଏଏସ ସଂଜୟ ରସ୍ତୋଗୀଙ୍କୁ ମଧ୍ୟ ନୂଆ ଦାୟିତ୍ବ ଦିଆଯାଇଛି। ସେ ରସାୟନ ଏବଂ ସାର ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଅର୍ଥ ପରାମର୍ଶ ଦାତା ଭାବେ କାର୍ଯ୍ୟ କରିବେ। ସେ ବର୍ତ୍ତମାନ ହସ୍ତତନ୍ତ ବିଭାଗର ଉନ୍ନୟନ କମିଶନର ଅଛନ୍ତି। ଏନେଇ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ias କେନ୍ଦ୍ରୀୟ ଡେପୁଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.