Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ କରି ପାରିବେନି ମୋଦି : ଫାରୁକ୍‌ ଅବଦୁଲ୍ଲା
ଆଜିର ଖବର

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ କରି ପାରିବେନି ମୋଦି : ଫାରୁକ୍‌ ଅବଦୁଲ୍ଲା

May 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
farooq abdullah ABOUT 370 AND 35 A
farooq abdullah ABOUT 370 AND 35 A

ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଧାରା ୩୭୦ ଏବଂ ୩୫ ଏକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଶୁକ୍ରବାର ଅବଦୁଲ୍ଲା କହିଛନ୍ତି, ଭାରତରେ ଯେ କୌଣସି ପ୍ରଧାନମନ୍ତ୍ରୀ ଯେତେବି ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ଜମ୍ମୁ କାଶ୍ମୀରରୁ ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବାର ଶକ୍ତି କାହା ନିକଟରେ ନାହିଁ । ଶ୍ରୀନଗର ଲୋକସଭାରୁ ସଂସଦକୁ ନିର୍ବାଚିତ ହୋଇଥିବା ଡ. ଫାରୁକ୍‌ ଅବଦୁଲ୍ଳା ଶ୍ରୀନଗର ଫେରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପି ପୂର୍ବରୁ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଉଠାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା । ବର୍ତ୍ତମାନ କେନ୍ଦ୍ରରେ ଏନ୍‌ଡିଏ ମେଣ୍ଟ ବହୁମତ ସହିତ ୩୫୩ ଆସନ ହାସଲ କରିଥିବାରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଚଳିତ ନିର୍ବାଚନରେ ଦେଖା ଦେଇଥିବା ଇଭିଏମ୍‌ ବିବାଦ ଉପରେ ମତାମତ ରଖିଛନ୍ତି ଫାରୁକ୍‌ । ସମସ୍ତ ରାଜନୈତିକ ଦଳ ଏବଂ ନିର୍ବାଚନ କମିଶନ ଏକତ୍ର ବସି ଏ ସମ୍ପର୍କିତ ନିଷ୍ପତ୍ତି ନେବା ଉଚିତ୍‌ ବୋଲି ଅବଦୁଲ୍ଲା ମତ ଦେଇଛନ୍ତି । ବିଜୟ ଏବଂ ପରାଜୟ ରଜନୀତିର ଏକ ଅଂଶବିଶେଷ । ପାଞ୍ଚ ବର୍ଷ ପରେ ରାହୁଲ ଗାନ୍ଧୀ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବେ ବୋଲି ମତ ରଖିଛନ୍ତି ଅବଦୁଲ୍ଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025
Latest News

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.