Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୯୦ ଦିନ ଭିତରେ ଭାଙ୍ଗିବ ମମତାଙ୍କ ସରକାର : ଅର୍ଜୁନ୍‌ ସିଂହ
ଆଜିର ଖବର

୯୦ ଦିନ ଭିତରେ ଭାଙ୍ଗିବ ମମତାଙ୍କ ସରକାର : ଅର୍ଜୁନ୍‌ ସିଂହ

May 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
in 90 days mamata govet will be crashed : arjun singh
in 90 days mamata govet will be crashed : arjun singh

ଲୋକସଭା ନିର୍ବାଚନରେ ବିଜେପିକୁ ବୃହତ୍‌ ସଫଳତା ମିଳିଛି । ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନ ହାତେଇଛି । ଏହାପରେ ମମତାଙ୍କ ସରକାରକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ବିଜେପି । ୯୦ ଭିତରେ ମମତା ସରକାରକୁ ଭାଙ୍ଗିବା ପାଇଁ ଚ୍ୟାଲେଞ୍ଜ ଦେଇଛି । ବିଜେପିର ନେତା ଅର୍ଜୁନ୍‌ ସିଂହ କହିଛନ୍ତି ଯେ, ଟିଏମ୍‌ସିର କିଛି ନେତା ଓ ସାଂସଦ ବିଜେପିର ସମ୍ପର୍କରେ ରହିଛନ୍ତି । ତେଣୁ ୯୦ ଦିନ ଭିତରେ ମମତା ସରକାର ଭାଙ୍ଗି ପଡ଼ିବ ବୋଲି କହିଛନ୍ତି ଅର୍ଜୁନ୍‌ ସିଂହ । ଅର୍ଜୁନ୍‌ ସିଂହ ପଶ୍ଚିମବଙ୍ଗର ବାରାକ୍‌ପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ।  ନିର୍ବାଚନୀ ପ୍ରଚାରରେ ମୋଦି ମଧ୍ୟ ପଶ୍ଚିମବଙ୍ଗର କିଛି ଟିଏମ୍‌ସି ନେତା ବିଜେପି ସମ୍ପର୍କରେ ରହିଛନ୍ତି ବୋଲି କହିଥିଲେ । ଗତ ନିର୍ବାଚନରେ ବିଜେପି ମାତ୍ର ୨ଟି ଆସନ ପାଇଥିବାବେଳେ ଟିଏମ୍‌ସି ୩୪ଟି ଆସନ ହାତେଇଥିଲା । ଚଳିତ ନିର୍ବାଚନରେ ଭାଜପା ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମବଙ୍ଗରେ ୨୩ଟି ଆସନ ଜିତିବେ ବୋଲି ଆଶା ରଖିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026
Latest News

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.