Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଢିଲା ରର୍ବଟ ଭଦ୍ରାଙ୍କ ସମସ୍ୟା : ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି
ଆଜିର ଖବର

ବଢିଲା ରର୍ବଟ ଭଦ୍ରାଙ୍କ ସମସ୍ୟା : ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି

May 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ED moves Delhi HC for cancellation of bail to Robert Vadra
ED moves Delhi HC for cancellation of bail to Robert Vadra

ବହୁ ଚର୍ଚ୍ଚିତ ମନି ଲଣ୍ଡରିଙ୍ଗ ମାମଲାରେ ରର୍ବଟ ଭଦ୍ରାଙ୍କ ଅନ୍ତରୀଣ ଜାମିନ ରଦ୍ଦ କରିବା ପାଇଁ ଇଡି ଦିଲ୍ଲୀ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ମନି ଲଣ୍ଡରିଙ୍ଗ ମାମଲାରେ ଏପ୍ରିଲ ୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅଦାଲତ ଭଦ୍ରାଙ୍କୁ ତାଙ୍କର ସମ୍ପର୍କୀୟ ମନୋଜ ଅରୋଡାଙ୍କ ୫ଲକ୍ଷ ଟଙ୍କିଆ ବେଲ ବଣ୍ଡ୍ ଆଧାରରେ ଜାମିନ ଦେବାକୁ ଅନୁମତି ଦେଇଥିଲା ଏବଂ ସର୍ତ ରଖିଥିଲା କି, ଭଦ୍ରା ଏବଂ ମନୋଜ ଅରୋଡା ବିନା ଅନୁମତିରେ ଦେଶ ଛାଡି ଯାଇ ପାରିବେ ନାହିଁ । ଏହା ସହ ପ୍ରମାଣ ପତ୍ର ନଷ୍ଟ ନକରିବା କିମ୍ବା ସାକ୍ଷୀଙ୍କୁ ପ୍ରଲୋଭନ ନଦେଖାଇବା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026

RIଙ୍କୁ ମରଣାନ୍ତକ ଆକ୍ରମଣ

August 16, 2026
Latest News

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.