Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପିଜେ ଅବଦୁଲ କଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୩ ର ସଫଳ ଉତ୍‌କ୍ଷେପଣ
ଆଜିର ଖବର

ଏପିଜେ ଅବଦୁଲ କଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୩ ର ସଫଳ ଉତ୍‌କ୍ଷେପଣ

November 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି-୩ ର ସଫଳ ଉତକ୍ଷେପଣ କରାଯାଇଛି। ଏହା ଏକ ପ୍ରଶିକ୍ଷଣ କ୍ଷେପଣାସ୍ତ୍ର ପରୀକ୍ଷା ଥିଲା। ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡ ଅଧୀନରେ ନିୟମିତ ୟୁଜର ଟ୍ରେନିଂ ଉତ୍‌କ୍ଷେପଣର ଏକ ଅଂଶବିଶେଷ ସ୍ବରୂପ ଏହି ସଫଳ ଟେଷ୍ଟ କରାଯାଇଥିଲା। କ୍ଷେପଣାସ୍ତ୍ର ଉତକ୍ଷେପଣକୁ ପୂର୍ବ ନିର୍ଦ୍ଧାରିତ ରେଞ୍ଜରେ କରାଯାଇଥିଲା ଓ ପ୍ରଣାଳୀର ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡକୁ ପ୍ରମାଣସିଦ୍ଧ ହୋଇଥିଲା।

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସଫଳ ଉତ୍‌କ୍ଷେପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026

ନିର୍ବାଚନର ନିୟମ ବଦଳିଲେ ରାଜନୀତି କାହିଁକି ତାତେ? ଜ୍ଞାନେଶଙ୍କଠାରୁ ଶେଷନ୍ ପର୍ଯ୍ୟନ୍ତ ପୂରା କାହାଣୀ

October 8, 2026
Latest News

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026

ନିର୍ବାଚନର ନିୟମ ବଦଳିଲେ ରାଜନୀତି କାହିଁକି ତାତେ? ଜ୍ଞାନେଶଙ୍କଠାରୁ ଶେଷନ୍ ପର୍ଯ୍ୟନ୍ତ ପୂରା କାହାଣୀ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.