
ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡିଶା କୁ ଫେରିଲା ଶୀତ ପୁଣି ୧୦ ଡ଼ିଗ୍ରୀ ଛୁଇଁଲା ପାରଦ। ଗତ କିଛିଦିନ ଧରି ସାରା ରାଜ୍ୟରେ ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ମୁଖ୍ୟତଃ ଦକ୍ଷିଣ ଓଡିଶାରେ ଏହା ପ୍ରଭାବ ବିଶେଷ ଭାବେ ଦେଖାଦେଇଛି।
କିରେଇ (ସୁନ୍ଦରଗଡ): ୯.୫ଡ଼ିଗ୍ରୀ
ଜି.ଉଦୟଗିରି(କନ୍ଧମାଳ): ୧୦ ଡ଼ିଗ୍ରୀ
ଦାରିଙ୍ଗବାଡି(କନ୍ଧମାଳ): ୧୦.୫ ଡ଼ିଗ୍ରୀ
ଫୁଲବାଣୀ(କନ୍ଧମାଳ): ୧୦.୫ ଡ଼ିଗ୍ରୀ
ଚିପିଲିମ (ସମ୍ବଲପୁର): ୧୦.୮ ଡ଼ିଗ୍ରୀ
ସିମିଲିଗୁଡା(କୋରାପୁଟ): ୧୦.୯ଡ଼ିଗ୍ରୀ
ଭୁବନେଶ୍ବର: ୧୪.୫ ଡିଗ୍ରୀ, କଟକ- ୧୫ ଡିଗ୍ରୀ
Tags: ତାପମାତ୍ରା ହ୍ରାସ, ଶୀତର ପ୍ରକୋପ