Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଫ୍‌ଡିଏ ପକ୍ଷରୁ ଶିଶୁଙ୍କ ଔଷଧ ପାଇଁ ୨ ମିଲିୟନ୍‌ ଡଲାର ନିବେଶ
ଆଜିର ଖବର

ଏଫ୍‌ଡିଏ ପକ୍ଷରୁ ଶିଶୁଙ୍କ ଔଷଧ ପାଇଁ ୨ ମିଲିୟନ୍‌ ଡଲାର ନିବେଶ

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକୀୟ ଖାଦ୍ୟ ଏବଂ ରୋଗ ନିୟନ୍ତ୍ରକ ବିଭାଗ (ଏଫ୍‌ଡିଏ) ପକ୍ଷରୁ ଶିଶୁଙ୍କ ଔଷଧ ନିର୍ମାଣ ପାଇଁ ୨ ମିଲିୟନ୍‌ ଡଲାର ନିବେଶ କରିବାର ନିଷ୍ପତ୍ତି ନେଇଛି। ଶିଶୁଙ୍କ ମାଂଶପେଶୀ ନିୟନ୍ତ୍ରଣ ଔଷଧ ପ୍ରସ୍ତୁତ ପାଇଁ ଏହି ଅର୍ଥ ନିବେଶ କରିବ ଏଫ୍‌ଡିଏ। ସ୍ବିଜରଲ୍ୟାଣ୍ଡର ଔଷଧ ନିର୍ମାଣକାରୀ କମ୍ପାନୀ ନୋଭାର୍ଟିସ୍‌ ସହିତ ଏନେଇ ଏଫ୍‌ଡିଏ ପକ୍ଷରୁ ଚୁକ୍ତି କରାଯାଇଛି। ଚୁକ୍ତି ଅନୁଯାୟୀ ଏଫ୍‌ଡିଏ ୨.୧୨୫ ମିଲିୟନ ବା ପ୍ରାୟ ୧୪ କୋଟି ଅର୍ଥରାଶି ନିବେଶ କରିବାକୁ ଯାଉଛି। ଏହି ଔଷଧରେ ଜିନ୍‌ ଥେରାପୀ ରହିବ। ଏହି ରୋଗରେ ବାର୍ଷିକ ୪୦୦ ଶିଶୁ ପ୍ରାଣ ହରାଉଥିବା ନେଇ ଏଫ୍‌ଡିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ପାଞ୍ଚବର୍ଷରେ ୪ ଲକ୍ଷ ୨୫ ହଜାର ଡଲାରର ବାର୍ଷିକ ବୀମା କରାଯାଇଥିବା ସୂଚନା ମିଳିଛି। ଯଦି ଏହି ମିଶନ ବିଫଳ ହୁଏ ତେବେ ନୋଭାର୍ଟିସ୍‌ ୧.୨ ମିଲିୟନ୍‌ ଡଲାରର ଅର୍ଥ ରାଶି ପ୍ରଦାନ କରିବ ବୋଲି ଆଇସିଆର ସଭାପତି ଡ. ଡି ଷ୍ଟିଭେନ୍‌ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026
Latest News

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.