Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଟିମ୍‌କୁ ଝଟ୍‌କା : ନେଟ୍‌ ସେସନରେ ବିଜୟ ଶଙ୍କର ଆହତ
ଆଜିର ଖବର

ଭାରତୀୟ ଟିମ୍‌କୁ ଝଟ୍‌କା : ନେଟ୍‌ ସେସନରେ ବିଜୟ ଶଙ୍କର ଆହତ

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
vijay shankar INJURED
vijay shankar INJURED

ଭାରତୀୟ ବିଶ୍ବକପ୍‌ ଟିମ୍‌କୁ ଏକ ବଡ ଝଟ୍‌କା ମିଳିଛି। ଅଲରାଉଣ୍ଡର ତଥା ଦଳର ଚାରି ନମ୍ବର ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଆହତ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ସମୟରେ ବିଜୟ ଶଙ୍କର ଆହତ ହୋଇଛନ୍ତି। ଇଏସ୍‌ପିଏନ୍‌ ରିପୋର୍ଟ ଅନୁଯାୟୀ ଅଭ୍ୟାସ ସମୟରେ ଦ୍ରୁତ ବୋଲର ଖଲିଲ୍‌ ଅହମଦ୍‌ଙ୍କ ବଲ୍‌ରେ ଏକ ପୁଲ୍‌ ମାରୁଥିବା ସମୟରେ କହୁଣୀରେ ଆଘାତ ପାଇଥିଲେ ଶଙ୍କର। ଏହି ଅଲ ରାଉଣ୍ଡର ଜଣକ ତୁରନ୍ତ ଦୁଇଟି ବ୍ୟାଟ୍‌ ହାତରେ ଧରି ପଡିଆ ଛାଡିଥିଲେ। ଶଙ୍କରଙ୍କ ଆଘାତର ଗୁରୁତ୍ବ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। କେଦାର ଜାଦବ ଆହତ ହୋଇ ଫିଟ୍‌ ଘୋଷିତ ହୋଇଥିବା ବେଳେ ଶଙ୍କର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇ ପାରିବେ କି ନାହିଁ ଜଣାପଡିନାହିଁ। ଶନିବାର ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଥିବା ବେଳେ ମଙ୍ଗଳବାର କାର୍ଡିଫ୍‌ରେ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026

ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଉପରେ ସୁପ୍ରିମକୋର୍ଟଙ୍କ ଦୃଢ଼ ଆଭିମୁଖ୍ୟ: ଦେଲେ ଏହି ନିର୍ଦ୍ଦେଶ

July 23, 2026

ICC ODI ରାଙ୍କିଙ୍ଗରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ: ଜାଣନ୍ତୁ କେଉଁଠି ରୋହିତ ଏବଂ କୋହଲି

July 23, 2026

“ପେପର ଲିକ୍ ର ଦୋଷୀଙ୍କ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ”: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ CJPର ପ୍ରଥମ ପ୍ରତିକ୍ରିୟା

July 23, 2026
Latest News

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026

CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

July 23, 2026

ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଉପରେ ସୁପ୍ରିମକୋର୍ଟଙ୍କ ଦୃଢ଼ ଆଭିମୁଖ୍ୟ: ଦେଲେ ଏହି ନିର୍ଦ୍ଦେଶ

July 23, 2026

ICC ODI ରାଙ୍କିଙ୍ଗରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ: ଜାଣନ୍ତୁ କେଉଁଠି ରୋହିତ ଏବଂ କୋହଲି

July 23, 2026

“ପେପର ଲିକ୍ ର ଦୋଷୀଙ୍କ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ”: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ CJPର ପ୍ରଥମ ପ୍ରତିକ୍ରିୟା

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.