Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଦ୍ମପୁରରେ ସାମ୍ବାଦିକଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଆଜିର ଖବର

ପଦ୍ମପୁରରେ ସାମ୍ବାଦିକଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

December 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Journalist complained in Padampur
ପଦ୍ମପୁରରେ ସାମ୍ବାଦିକଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ପଦ୍ମପୁର: ଗତକାଲି ରାତିରେ କେତେକ ବିଜେପି କର୍ମୀ ନନ୍ଦିଘୋଷ ରିପୋର୍ଟରଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏ ନେଇ ପଦ୍ମପୁରରେ ସାମ୍ବାଦିକମାନେ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ଉପନିର୍ବାଚନ ଖବର ସଂଗ୍ରହ ବେଳେ ବିଜେପି କର୍ମିମାନେ ସାମ୍ବାଦିକଙ୍କୁ ଟର୍ଗେଟ କରୁଛନ୍ତି। ଏ ନେଇ ଉପଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ପାଇକମାଳ ଥାନାରେ ପୋଲିସଙ୍କ ଉପସ୍ଥିତିରେ ବିଜେପି କର୍ମିମାନେ ନନ୍ଦିଘୋଷ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହାପରେ ସେମାନଙ୍କ ବିରୋଧରେ ଏକ ଏଫଆଇଆର ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାର ଜଣାପଡିଛି।

 

Padampur Byelection ଅର୍ଗସ ସାମ୍ବାଦିକ ନନ୍ଦିଘୋଷ ଟିଭି ପଦ୍ମପୁର ଉପନିର୍ବାଚନ ସାମ୍ବାଦିକଙ୍କୁ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

ହକି ବିଶ୍ୱକପ-୨୦୨୬: ଭାରତର ପରବର୍ତ୍ତୀ ମ୍ୟାଚ୍ କେବେ ଓ କେଉଁ ଦଳ ସହିତ ମୁକାବିଲା ହେବ?

August 20, 2026
Latest News

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

ହକି ବିଶ୍ୱକପ-୨୦୨୬: ଭାରତର ପରବର୍ତ୍ତୀ ମ୍ୟାଚ୍ କେବେ ଓ କେଉଁ ଦଳ ସହିତ ମୁକାବିଲା ହେବ?

August 20, 2026

ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.