Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୧ ବର୍ଷରେ ଅଭିନେତା କର୍ଥୀ
ଆଜିର ଖବର

୪୧ ବର୍ଷରେ ଅଭିନେତା କର୍ଥୀ

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

୨୫ମେ ୧୯୭୭ ରେ ଜନ୍ମିତ କାର୍ତ୍ତିକ ଶିବକୁମାର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ କର୍ଥୀ ନାମରେ ପରିଚିତ ।  ଆଜି୪୧ବର୍ଷରେ ପଦାର୍ପଣ କରିଛନ୍ତି ଏହି ଲୋକପ୍ରି୍ୟ ଅଭିନେତା ଜଣକ । ଅଭିନେତା ସୂର୍ଯ୍ୟାଙ୍କ ସାନଭାଇ କର୍ଥୀ ଜଣେ ମେକାନିକାଲ ଇଞ୍ଜିନିୟର ଏବଂ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂରେ ନିଜର ସ୍ନାତକୋତ୍ତର ଶିକ୍ଷା ପୂରଣ କରିଛନ୍ତି । ଫିଲ୍ମରେ ନିର୍ଦ୍ଦେଶନା ଦେବାପାଇଁ ମଣିରତ୍ନମଙ୍କ ପାଖରେ ସହକାରୀ ନିର୍ଦ୍ଦେଶକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ରେ ପାରୁଥିଭୀରାନ୍‌ରେ ଡେବ୍ୟୁ କରିବା ସହିତ ଏହି ଚଳଚିତ୍ର ପାଇଁ ଫିଲ୍ମଫେୟାର ଏବଂ ତାମିଲନାଡୁ ରାଜ୍ୟ ପୁରସ୍କାର ପାଇବା ପରେ ପଛକୁ ଫେରି ନାହାନ୍ତି କର୍ଥୀ । ୨୦୧୦ରେ ଲଗାତାର ତିନୋଟି ଫିଲ୍ମ ବକ୍ସ ଅଫିସ୍‌ରେ ସଫଳ ହୋଇଥିଲା । ପଇୟା(୨୦୧୦), ନାନ୍‌ ମହାନ୍‌ ଆଲ୍ଲା(୨୦୧୦), ସିରୁଥାଇ(୨୦୧୧), ମାଡ୍ରାସ(୨୦୧୪), ଓପିରୀ(୨୦୧୬), ଥୀରାନ୍‌ ଅଧିଗରମ ଓଣ୍ଡ୍ରୁ(୨୦୧୭) ଏବଂ ଦେବ୍ (୨୦୧୯) ପ୍ରମୁଖ କର୍ଥୀଙ୍କ ସଫଳତମ ଫିଲ୍ମ ତାଲିକାରେ ରହିଛି । ଏହା ସହିତ ଚଳିତ ବର୍ଷ ଶେଷ ଭାଗରେ କର୍ଥୀଙ୍କ କଇଥି ନାମକ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025
Latest News

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.