Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳୀୟ ପଦବୀ ନୁହେଁ, ଦଳ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ – ମମତା ବାନାର୍ଜୀ
ଆଜିର ଖବର

ଦଳୀୟ ପଦବୀ ନୁହେଁ, ଦଳ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ – ମମତା ବାନାର୍ଜୀ

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Told my party that I do not want to continue as CM': Mamata's stunning claim
Told my party that I do not want to continue as CM': Mamata's stunning claim

ଲୋକସଭା ନିର୍ବାଚନ ପରେ  ପଶ୍ଚିମବଙ୍ଗରେ ବିଜେପିର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ।  ବିଜେପିର ପ୍ରଚଣ୍ଡ ବିଜୟ ପରେ ତୃଣମୂଳ କଂଗ୍ରେସ ଏବଂ ଦିଦିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡିଥିବା ଦେଖାଯାଇଛି । କୋଲକାତାରେ ଏକ ଦଳୀୟ ବୈଠକରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ।  କେନ୍ଦ୍ର ଆମ ପାଇଁ ଆପତ୍ତିକାଳ ଭଳି ସ୍ଥିତି ସୃଷ୍ଟି କରିଛି । ହିନ୍ଦୁ ମୁସଲମାନ ବିଭାଜନ କରାଯାଇଛି, ଭୋଟ ବଣ୍ଟା ଯାଇଛି । ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲି କିନ୍ତୁ କୌଣସୀ ସୁଫଳ ମିଳି ନାହିଁ । ତାଙ୍କ ପାଇଁ ଦଳୀୟ ପଦବୀଠାରୁ ଦଳ  ବେଶି ଗୁରୁତ୍ବ ବହନ କରେ ବୋଲି ଏହି ଅବସରରେ କହିଛନ୍ତି । ଏହି ବୈଠକର ଆରମ୍ଭରୁ ଏଥର ମୁଖ୍ୟମନ୍ତ୍ରୀ ହେବି ନାହିଁ ବୋଲି ମମତା କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସହ ଟିଏମସିର ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା  । ଚଳିତଥର ନିର୍ବାଚନୀ ହିଂସା ମଧ୍ୟ ଏଠାରେ ବେଶ୍‌ ଅନୁଭୂତ ହୋଇଥିଲା । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ୧୮ଟି ଆସନ ହାତେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

NEET ପୁନଃପରୀକ୍ଷା ଉପରେ NTA ର ବଡ଼ ନିଷ୍ପତ୍ତି: ଅତିରିକ୍ତ ସମୟ ପାଇବେ ଛାତ୍ରଛାତ୍ରୀ

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026
Latest News

NEET ପୁନଃପରୀକ୍ଷା ଉପରେ NTA ର ବଡ଼ ନିଷ୍ପତ୍ତି: ଅତିରିକ୍ତ ସମୟ ପାଇବେ ଛାତ୍ରଛାତ୍ରୀ

June 12, 2026

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.