ଭୁବନେଶ୍ବର: ଜାଣନ୍ତୁ ଆଜିର ଦିନକୁ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ୍ ଅମୃତା ଅମିତା
ଗୁରବାର(୨୨.୧୨.୨୨)
ମେଷ-ପଥରୋଧ
ବୃଷ-ବ୍ୟୟବୃଦ୍ଧି
ମିଥୁନ-ଆୟବୃଦ୍ଧି
କର୍କଟ-ସେବାପୂଜା
ସିଂହ-ସୁଖହାନି
କନ୍ୟା-ଲୋକସମ୍ପର୍କ ଵୃଦ୍ଧି
ତୁଳା-କ୍ରୋଧବୃଦ୍ଧି
ବିଛା-ପରଚର୍ଚା
ଧନୁ-ପରାମର୍ଶ
ମକର-ପରିଶ୍ରମ
କୁମ୍ଭ-ସୁଖସମ୍ମାନ
ମୀନ-ଶ୍ରୀଚନ୍ଦ୍ର
ଆଜି ଦିନରେ ବିରି ଓ ଆମିଷ ଖାଇବା ନିଷେଧ ମା ଲକ୍ଷ୍ମୀଙ୍କ ପାଦପଦ୍ମରେ ହଳଦୀ ଅର୍ପଣ କରନ୍ତୁ
Tags: ଆଜିର ଦିନ, ଜ୍ୟୋତିର୍ବିଦ୍ ଅମୃତା ଅମିତା