ଜାଣନ୍ତୁ ଆଜିର ଦିନକୁ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ୍ ଅମୃତା ଅମିତା

Published: Dec 22, 2022, 8:30 am IST
Rashifal

ଭୁବନେଶ୍ବର: ଜାଣନ୍ତୁ ଆଜିର ଦିନକୁ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ୍ ଅମୃତା ଅମିତା

ଗୁରବାର(୨୨.୧୨.୨୨)

ମେଷ-ପଥରୋଧ

ବୃଷ-ବ୍ୟୟବୃଦ୍ଧି

ମିଥୁନ-ଆୟବୃଦ୍ଧି

କର୍କଟ-ସେବାପୂଜା

ସିଂହ-ସୁଖହାନି

କନ୍ୟା-ଲୋକସମ୍ପର୍କ ଵୃଦ୍ଧି

ତୁଳା-କ୍ରୋଧବୃଦ୍ଧି

ବିଛା-ପରଚର୍ଚା

ଧନୁ-ପରାମର୍ଶ

ମକର-ପରିଶ୍ରମ

କୁମ୍ଭ-ସୁଖସମ୍ମାନ

ମୀନ-ଶ୍ରୀଚନ୍ଦ୍ର

ଆଜି ଦିନରେ ବିରି ଓ ଆମିଷ ଖାଇବା ନିଷେଧ ମା ଲକ୍ଷ୍ମୀଙ୍କ ପାଦପଦ୍ମରେ ହଳଦୀ ଅର୍ପଣ କରନ୍ତୁ

Related posts