Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳରେ ହାଇ ଆଲର୍ଟ : କେରଳ ଉପକୂଳରେ ଆଇଏସ୍‌ ବୋଟ୍‌ ନେଇ ଗୁଇନ୍ଦା ସୂଚନା
ଆଜିର ଖବର

କେରଳରେ ହାଇ ଆଲର୍ଟ : କେରଳ ଉପକୂଳରେ ଆଇଏସ୍‌ ବୋଟ୍‌ ନେଇ ଗୁଇନ୍ଦା ସୂଚନା

May 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କେରଳ ଉପକୂଳରେ ଆଇଏସ୍‌ର ଏକ ଜାହାଜ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ଶ୍ରୀଲଙ୍କାରୁ ବାହାରିଥିବା ଏହି ଜାହାଜରେ ଆଇଏସ୍‌ ଆତଙ୍କୀ ମାନେ ରହିଛନ୍ତି। ଶ୍ରୀଲଙ୍କାରୁ ବାହାରି ଲାକ୍ଷା ଦ୍ବୀପରେ ପହଞ୍ଚିବ ଏହି ଜାହାଜ। ଏହି ସୂଚନା ପରେ କେରଳର ତଟବର୍ତ୍ତୀ ଅଞ୍ଚଳରେ ପୋଲିସ୍‌ ଏବଂ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀଲଙ୍କାରୁ ପ୍ରାପ୍ତ ହୋଇଥିବା ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଜାହାଜରେ ୧୫ ଜଣ ଆତଙ୍କବାଦୀ ରହିଛନ୍ତି। କେରଳ ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କା ଆକ୍ରମଣ ପରେ ଦେଶ ସମ୍ପୂର୍ଣ୍ଣ ଜାଗ୍ରତ ରହିଛି ଏବଂ ଏ ନେଇ ସମସ୍ତ ନୌସେନା ଅଧିକାରୀ ଏବଂ ତଟବର୍ତ୍ତୀ ପୋଲିସ୍‌ ମୁଖ୍ୟଙ୍କୁ ସତର୍କ କରାଇ ଦିଆଯାଇଛି। ଉଲ୍ଳେଖଯୋଗ୍ୟ ଯେ, ଅନେକ କେରଳ ଯୁବକ ଇରାକ୍‌ ଏବଂ ସିରିଆରେ ଆଇଏସ୍‌ ସହିତ ଜଡିତ ଅଛନ୍ତି। ଏପ୍ରିଲ୍‌ ୨୧ରେ ଇଷ୍ଟର ଅବସରରେ ୯ଟି ଆତ୍ମଘାତୀ ବୋମା ବିସ୍ଫୋରଣରେ ଶ୍ରୀଲଙ୍କାରେ ୨୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ।

boat isis keral srilanka thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026
Latest News

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.