Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ମୃତିଙ୍କ ସହଯୋଗୀ ସୁରେନ୍ଦ୍ର ସିଂହ ହତ୍ୟା ଘଟଣା : ଆମେଥି ଗସ୍ତରେ ଯିବେ ସ୍ମୃତି ଇରାନୀ
ଆଜିର ଖବର

ସ୍ମୃତିଙ୍କ ସହଯୋଗୀ ସୁରେନ୍ଦ୍ର ସିଂହ ହତ୍ୟା ଘଟଣା : ଆମେଥି ଗସ୍ତରେ ଯିବେ ସ୍ମୃତି ଇରାନୀ

May 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗତକାଲି ଉତ୍ତର ପ୍ରଦେଶରେ ଜଣେ ବିଜେପି କର୍ମୀ ତଥା ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତକ ଜଣକ ହେଲେ ଜାମୋ ଥାନା ଅନ୍ତର୍ଗତ ବରୌଲିଆ ଗାଁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସିଂହ। ସେ ନବ ନିର୍ବାଚିତ ଆମେଥି ସାଂସଦ ସ୍ମୃତି ଇରାନୀଙ୍କ ଅତି ନିକଟତର ସହଯୋଗୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ରବିବାର ସକାଳୁ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ସ୍ମୃତି ଇରାନୀ। ରବିବାର ଦିନ ୨ ଟାରେ ସ୍ମୃତି ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବେ। ଉଲ୍ଲେଖଯୋଗ୍ୟ ଯେ, ସୁରେନ୍ଦ୍ର ଶନିବାର ରାତିରେ ଘର ବାହାରେ ଶୋଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଗୁଳି ବର୍ଷା କରିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଲକ୍ଷ୍ନୌ ନେଇଥିଲେ। ମାତ୍ର ମେଡ଼ିକାଲରେ ପହଁଚିବା ପୂର୍ବରୁ ସେ ଅଧା ରାସ୍ତାରେ ପ୍ରାଣ ହରାଇଥିଲେ। ତେବେ ଘଟଣା ପରେ ଦୃବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛ। ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।

amethi killed
Share. Facebook Twitter LinkedIn Email WhatsApp Copy Link

Related Posts

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.