Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା କମ୍ବାଇନଡ୍‌ ସ୍ନାତକସ୍ତରୀୟ ପରୀକ୍ଷା ଫଳ
ଆଜିର ଖବର

ପ୍ରକାଶ ପାଇଲା କମ୍ବାଇନଡ୍‌ ସ୍ନାତକସ୍ତରୀୟ ପରୀକ୍ଷା ଫଳ

December 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Staff Selection
ପ୍ରକାଶ ପାଇଲା କମ୍ବାଇନଡ୍‌ ସ୍ନାତକସ୍ତରୀୟ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିଶନ, ଭୁବନେଶ୍ୱର ପକ୍ଷରୁ ଏକାଠି ବିଭିନ୍ନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପାଇଁ ଅନୁଷ୍ଠିତ ହୋଇଥିବା କମ୍ବାଇନଡ୍‌ ସ୍ନାତକସ୍ତରୀୟ ପରୀକ୍ଷା-୨୦୨୧ର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷରେ କୃତକାର୍ଯ୍ୟ ହୋଇଥିବା ୨୩୩ ଜଣ ପ୍ରାର୍ଥୀଙ୍କ ନାମ ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିଶନରଙ୍କ ୱେବସାଇଟ www.ossc.gov.in ପ୍ରକାଶ ପାଇଛି ।

ଏହି ପରୀକ୍ଷାରେ କଟକର ଦୟାନିଧି ସୁତାର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କେଉଁଝରର ଦୀପାଞ୍ଜଳି ମହନ୍ତ ଦ୍ୱିତୀୟ, ନୟାଗଡ଼ର ସୂର୍ଯ୍ୟନାରାୟଣ ବଳିୟାରସିଂ ତୃତୀୟ, ଗଞ୍ଜାମର ଅର୍ଚ୍ଚନା ସାବତ ଚତୁର୍ଥ ଏବଂ ଗଞ୍ଜାମର ସଂଘମିତ୍ରା ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିଥିଲେ ଏବଂ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିଲେ ସେମାନଙ୍କୁ କମିଶନ ପକ୍ଷରୁ ଶୁଭକାମନା ଜଣାଯାଇଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଭିବି-ଜି ରାମ୍ ଜି ଅଧିନିୟମ ଅଧୀନରେ ନୂଆ ମଜୁରୀ ହାର ଘୋଷଣା; ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କା

July 1, 2026

ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍‌ରେ ୬,୯୬୯.୬୭ କୋଟି ଟଙ୍କାର ୬-ଲେନ୍ ଟନେଲ୍ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026
Latest News

ଭିବି-ଜି ରାମ୍ ଜି ଅଧିନିୟମ ଅଧୀନରେ ନୂଆ ମଜୁରୀ ହାର ଘୋଷଣା; ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କା

July 1, 2026

ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍‌ରେ ୬,୯୬୯.୬୭ କୋଟି ଟଙ୍କାର ୬-ଲେନ୍ ଟନେଲ୍ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ

July 1, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.