ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ

Published: Jan 13, 2023, 5:08 pm IST
Priyanka

ଭୁବନେଶ୍ବର: ଓଡିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ ହାତ ସେ ଜୋଡ ହାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉଭୟ ଆସିବେ। ତେବେ ସେମାନେ ଫେବୃୟାରୀ ମାସରେ ଆସିବେ ବୋଲି ଶରତ କହିଛନ୍ତି।

ତେବେ ଏ ନେଇ ନିର୍ଦ୍ଧିଷ୍ଠ ତାରିଖ ସ୍ଥିର ହୋଇ ନାହିଁ, ହେଲେ ସେମାନଙ୍କ ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଶରତ ପଟ୍ଟନାୟକ କହିଛନ୍ତି। ଭାରତ ଯୋଡ ଯାତ୍ରାର ଦ୍ବିତୀୟ ପାଳି ପଦଯାତ୍ରା ଆରମ୍ଭ ହୋଇଛି।

Related posts