ଜ୍ୟୋତିର୍ବିଦ୍ ଅମୃତା ଅମିତା: ଆଜିର ଦିନରେ କେଉଁ ରାଶି ପାଇଁ କଣ ରହିଛି ମହତ୍ବ

Published: Jan 16, 2023, 9:32 am IST
Astro

ଭୁବନେଶ୍ବର:  ଆଜି ହେଉଛି ସୋମବାର। ଏହିି ଦିନ କେଉଁ ରାଶିର କଣ ରହିଛି, ଏପରିକି ଆଜିର ଦିନରେ କଣ କରିବା ଉଚିତ ଓ ଅନୁଚିତ ସେ ସଂପର୍କରେ ମତ ରଖିଛନ୍ତି ଜ୍ୟୋତିର୍ବିଦ୍ ଅମୃତା ଅମିତା ।

ସୋମବାର(୧୬.୦୧.୨୩)

ମେଷ-କାର୍ଯ୍ୟସଫଳ

ବୃଷ-ପରାଧୀନ

ମିଥୁନ-ସୁଖହାନି

କର୍କଟ-ବ୍ୟୟବୃଦ୍ଧି

ସିଂହ-ଦ୍ରବ୍ୟକ୍ରୟ

କନ୍ୟା-ଘାତଚନ୍ଦ୍ର

ତୁଳା-ସତସଙ୍ଗ

ବିଛା-ଧନହାନି

ଧନୁ-ସହଯୋଗ

ମକର-ଚିନ୍ତାଗ୍ରସ୍ତ

କୁମ୍ଭ-ମାନହାନି

ମୀନ-କଲହଯୋଗ

ଆଜି ଦିନରେ ନିମ୍ବ ଖାଇବା ନିଷେଧ। ମହାଦେଵଙ୍କୁ ମିଶ୍ରି ସହ କଞ୍ଚା କ୍ଷୀର ଏବଂ ପାଇଡ଼ ଜଳ ଅର୍ପଣ କରନ୍ତୁ।

Related posts