Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛୋଟପରଦାରେ ଡେବ୍ୟୁ କରିବେ ବେବୋ : ରିଅଲିଟି ଶୋ’ର ବିଚାରକ ହେବ କରୀନା
ଆଜିର ଖବର

ଛୋଟପରଦାରେ ଡେବ୍ୟୁ କରିବେ ବେବୋ : ରିଅଲିଟି ଶୋ’ର ବିଚାରକ ହେବ କରୀନା

May 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ ଖୁବଶୀଘ୍ର ଛୋଟ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଜି-ଟିଭିର ଲୋକପ୍ରିୟ ଡାନ୍ସ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ ସିଜନ୍‍-୭’ରେ କରୀନାଙ୍କୁ ବିଚାରପତି ଭାବେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, କରୀନାଙ୍କ ସହ ନୃତ୍ୟ ପ୍ରଶିକ୍ଷକ ବସ୍କୋ ମାର୍ଟିସ ଓ ର‍୍ୟାପର୍‍ ରଫ୍‍ତାର୍‍ ମଧ୍ୟ ଏହି ଶୋ’ରେ ବିଚାରପତି ଭାବେ ନଜର ଆସିବେ। ଜି-ଟିଭି ପକ୍ଷରୁ ନିଜ ଅଫିସିଆଲ୍‍ ସୋସିଆଲ ମିଡିଆ ପେଜରେ ଏହି ଶୋ’ର ଏକ ପ୍ରମୋ ଭିଡିଓ ଶେୟାର କରାଯାଇଛି। ଏହି ପ୍ରମୋରେ କରୀନା ଗୀତ ଗାଇବା ସହ ନୃତ୍ୟ ମଧ୍ୟ କରିଛନ୍ତି। ବସ୍କୋ ମାର୍ଟିସ ଓ ରଫ୍‍ତାର୍‍ ମଧ୍ୟ କରୀନାଙ୍କ ସହ ଡାନ୍ସ କରୁଥିବା ଦେଖିବାକୁ ମିଳିଛି  । ପୂର୍ବରୁ ଅନେକ ଅଭିନେତ୍ରୀ ମାନେ ଛୋଟପରଦାରେ ନଜର ଆସିଛନ୍ତି । ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ଙ୍କୁ ‘ଝଲକ୍‌ ଦିଖଲ୍‌ ଜା’ରେ ବିଚାରପତି ଭାବେ ଦେଖିବାକୁ ମିଳିଥିବାବେଳେ ‘ସୁପର୍‌ଡ୍ୟାନ୍ସର’ରେ ଅଭିନେତ୍ରୀ ଶିଳ୍ପା ସେଟ୍ଟି, ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ମଲାଇକା ଆରେରା ଓ କିରଣ ବେଦୀଙ୍କ ବଲିଉଡ୍‌ ଅଭିନେତ୍ରୀମାନେ ଛୋଟପରଦାରେ ନଜର ଆସିସାରିଛନ୍ତି । ଏବେ ଏହି କ୍ରମରେ ବେବୋ ନଜର ଆସିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026
Latest News

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.