Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରାଜିଲ୍‌ ଜେଲ୍‌ରେ ସଂଘର୍ଷ : ୧୫ କଏଦୀ ମୃତ
ଆଜିର ଖବର

ବ୍ରାଜିଲ୍‌ ଜେଲ୍‌ରେ ସଂଘର୍ଷ : ୧୫ କଏଦୀ ମୃତ

May 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରାଜିଲ୍‌ର ଏକ ଜେଲ୍‌ରେ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ରବିବାର ବ୍ରାଜିଲ୍‌ର ଉତ୍ତରରେ ରହିଥିବା ମାନାଉସ୍‌ରେ ଏକ ଜେଲ୍‌ରେ ଏହି ସଂଘର୍ଷ ଘଟିଥିଲା । ରବିବାର ରାତି ୧୧ଟା ସମୟରେ କଏଦୀଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା । ପୂର୍ବରୁ ଏକାଧିକ ଥର ସଂଘର୍ଷ ଘଟିଥିବା ନେଇ କହିଛନ୍ତି କଲୋନେଲ୍‌ ଭିନିସିଅସ୍‌ ଆଲ୍‌ମେଡିଆ । କଏଦୀଙ୍କ ମଧ୍ୟରେ ଝଗଡାର କାରଣ ସମ୍ପର୍କରେ ଅନୁସନ୍ଧାନ ଚାଲିଥିବା ଜଣାପଡିଛି । ପୂର୍ବରୁ ୨୦୧୭ରେ ଏକ ସଂଘର୍ଷରେ ୫୬ ଜଣ କଏଦୀଙ୍କ ପ୍ରାଣହାନି ଘଟିଥିଲା । ବିଶ୍ବରେ ଜେଲ୍‌ରେ ରହିଥିବା କଏଦୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ବ୍ରାଜିଲ୍‌ରେ କଏଦୀଙ୍କ ସଂଖ୍ୟା ୭ ଲକ୍ଷ ୨୬ହଜାର ୭୧୨ ରହିଥିବା ବେଳେ ଜେଲ୍‌ର କଏଦୀ କ୍ଷମତା ୩ଲକ୍ଷ ୬୮ ହଜାର ୪୯ ରହିଛି । ମାତ୍ରାଧିକ କଏଦୀ ରହିବା ଯୋଗୁଁ ସର୍ବଦା ସଂଘର୍ଷ ଘଟିଥାଏ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025
BJP Ads
Latest News

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.