ଭୁବନେଶ୍ବର: ଆଜି ହେଉଛି ଶୁକ୍ରବାର ଫେବୃୟାରୀ ୧୦ ତାରିଖ। ଆଜିର ଦିନରେ କେତେକ ରାଶି ପାଇଁ ରହିଛି ଘାତଚନ୍ଦ୍ର। ସେଥିପାଇଁ କଣ କରିବା ଉଚିତ ସେ ନେଇ କହିଛନ୍ତି ଜ୍ୟୋତିର୍ବିଦ ଅମୃତା ଅମିତା।
ମେଷ-ଶତ୍ରୁଭୟ
ବୃଷ-ଘାତଚନ୍ଦ୍ର
ମିଥୁନ-ଚିନ୍ତାଗ୍ରସ୍ତ
କର୍କଟ-ପରିଶ୍ରମ
ସିଂହ-ଆଶାବାଦୀ
କନ୍ୟା-କାର୍ଯ୍ୟହାନି
ତୁଳା-ପଥରୋଧ
ବିଛା-ସୁଖସମ୍ମାନ
ଧନୁ-କର୍ମଚଞ୍ଚଳ
ମକର-ସୁଖହାନି
କୁମ୍ଭ-ସୁଖସମ୍ମାନ
ମୀନ-ଉଲ୍ଲାସ
ଆଜି ଦିନରେ କଖାରୁ ଏବଂ ପୋଇ ଖାଇବା ନିଷେଧ। ମିଶ୍ରି ଭୋଗ ଲଗେଇ ବାଣ୍ଟିଦିଅନ୍ତୁ।ଶୁଭଫଳ ମିଳିବ।
Tags: ଜ୍ୟୋତିର୍ବିଦ ଅମୃତା ଅମିତା