Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲିଙ୍ଗରାଜ ମନ୍ଦିର ବେଢା ଭିତରେ କାହିଁକି ବସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିର ଖବର

ଲିଙ୍ଗରାଜ ମନ୍ଦିର ବେଢା ଭିତରେ କାହିଁକି ବସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲିଙ୍ଗରାଜ ମନ୍ଦିର ବେଢା ଭିତରେ କାହିଁକି ବସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଭୃ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯାଇଥିଲେ। ସେ ସକାଳୁ ରାଜଭବନରୁ ବାହାରି ମନ୍ଦିରକୁ ଯାଇଥିଲେ। ସେଠାରେ ସେ ପୁରା ପରିବାର ପ୍ରଭୃଙ୍କୁ ଦର୍ଶନ କରିବା ସହିତ ଖିର ଅଭିଷେକ କରିଥିଲେ। ଏଥିସହିତ ସେ ବେଢା ପରିକ୍ରମା ମଧ୍ୟ କରି ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଭିତର ମନ୍ଦିର ପାହଚରେ କିଛି ସମୟ ପାଇଁ ବସିଥିଲେ। ତଳେ ସୁରକ୍ଷା କର୍ମିଙ୍କ ସହିତ ଜିଲ୍ଲାପାଳ ମଧ୍ୟ ଅପେକ୍ଷା କରିଥିଲେ। ହେଲେ କେହି ବୁଝିପାରି ନ ଥିଲ ଯେ, ରାଷ୍ଟ୍ରପତି ବୋଧହୁଏ ହାଲିଆ ହୋଇ ବସି ପଡିଲେ।

ତେବେ କଥାଟି ସେୟା ନୁହେଁ। ପ୍ରକୃତ ଘଟଣା ହେଲା ଯେ କେହି ମନ୍ଦିର ଦର୍ଶନରେ ଯାଏ ସେ ବେଢା ପରିକ୍ରମା ପରେ ମନ୍ଦିରରେ କିଛି ସମୟ ବସିବାର ନିୟମ ରହିଛି। ବିଭିନ୍ନ ଶାସ୍ତ୍ରରେ ମଧ୍ୟ ରହିଛି ଯେ, ମନ୍ଦିର ପରିକ୍ରମା ପରେ କିଛି ସମୟ ବସିରହିବା ଉଚିତ। ଯାହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଲ ଭାବରେ ଅବଗତ ଅଛନ୍ତି। ଫଳରେ ସେ ତାଙ୍କର ପରିବାର ସହିତ ମନ୍ଦିର ବେଢା ମଧ୍ୟରେ କିଛି ସମୟ ପାଇଁ ବସି ରହିଥିଲେ।

ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.