Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି: ଏଭଳି କାହିଁକି କହିଲେ ମହମୁଦ ମଦାନୀ?
ଆଜିର ଖବର

୧୦୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି: ଏଭଳି କାହିଁକି କହିଲେ ମହମୁଦ ମଦାନୀ?

February 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜମିୟତ୍ ଉଲେମା-ଇ-ହିନ୍ଦର ୩୪ ତମ ଅଧିବେଶନରେ ମହମୁଦ ମଦାନୀ ଏପରି ବିବୃତ୍ତି ଦେଇଛନ୍ତି ଯାହା ପରେ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି। ମଦାନୀ ଭାରତକୁ ଇସଲାମର ଜନ୍ମସ୍ଥାନ ବୋଲି ବର୍ଣ୍ଣନା କରିଥିଲେ। ଏହା ସହିତ ମଦାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଇସଲାମ ହେଉଛି ଭାରତର ସର୍ବ ପୁରାତନ ଧର୍ମ। ତେବେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି।

ମହମୁଦ ମଦାନୀ ଆହୁରି କହିଛନ୍ତି ଯେ, “ମୋର ସର୍ବ ଧର୍ମ ସଂସଦକୁ ସମ୍ମାନ ଅଛି, ମୁଁ ବହୁତ ଦିନରୁ ଏହା ସହ ଜଡିତ ଅଛି। ଯଦି ଅଜାଣତରେ କାହାର ଭାବନାକୁ ଆଘାତ ଦେଇଛି, ମୁଁ ଏଥିପାଇଁ ୧୦୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି। ଯଦି ମୋର କୌଣସି ବିବୃତ୍ତି କାହାର ହୃଦୟକୁ ଆଘାତ କରିଛି, ତେବେ ଏହା ମୋତେ ଏବଂ ମୋର ଇସଲାମକୁ ଗ୍ରହଣୀୟ ନୁହେଁ।”

ମହମୁଦ ମଦାନୀ କ’ଣ କହିଥିଲେ:

ଉଲ୍ଲେଖନୀୟ କଥା ହେଉଛି, ଜମିୟତ୍ ଉଲାମା-ଇ-ହିନ୍ଦର ୩୪ ତମ ସାଧାରଣ ଅଧିବେଶନରେ ମୌଲାନା ମହମୁଦ ମଦାନୀ ଏକ ନୂତନ ବିତର୍କ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଇସଲାମର ଜନ୍ମ ସ୍ଥାନ ଭାରତ ଏବଂ ଆରବ ନୁହେଁ … ଭାରତ ହେଉଛି ଇସଲାମର ଜନ୍ମ ସ୍ଥାନ। ଏହା ମୁସଲମାନମାନଙ୍କର ମାତୃଭୂମି ଅଟେ।” ଇସଲାମକୁ ବିଦେଶୀ ଧର୍ମ ଭାବରେ ବ୍ୟବହାର କରିବା ଐତିହାସିକ ଭୁଲ ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ।”

ମହମୁଦ ମଦାନୀ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.