ସମୀକ୍ଷା ବ୍ୟୁରୋ
ଭାରତର ପ୍ରତିଷ୍ଠିତ ବୀମା କଂପାନୀ ଜୀବନ ବୀମା ନିଗମ ତରଫରୁ 8 ହଜାର 5ଶହ 81 ଟି ଏଡିଓ ବା Apprentice Development Officer ପଦବୀ ପାଇଁ ଆବେଦନ ପତ୍ର ଆହ୍ବାନ କରାଯାଉଛି। ଏଥିପାଇଁ ଆବେଦନକାରୀମାନେ କଣ କରିବେ ଜାଣି ରଖନ୍ତୁ
1-ପଦବୀର ନାମ-Apprentice Development Officer
2-ପଦବୀ ସଂଖ୍ୟା- 8581
3-ଆବେଦନର ଶେଷ ତାରିଖ-9 ଜୁନ୍ 2019
4-ଆବେଦନ ଫି- ଏସି-ଏସଟି ପ୍ରାର୍ଥୀଙ୍କୁ- 50 ଟଙ୍କା, ସାଧାରଣ ପ୍ରାର୍ଥୀଙ୍କ ପାଇଁ 600 ଟଙ୍କା
5-ଫି ଗ୍ରହଣ କରିବା ଶେଷ ତାରିଖ-9 ଜୁନ 2019
6-ପରୀକ୍ଷା ତାରିଖ-6 ରୁ 13 ଜୁଲାଇ ମଧ୍ୟରେ
7-ମୁଖ୍ୟ ପରୀକ୍ଷା-10 ଅଗଷ୍ଠ 2019
8-ଯୋଗ୍ୟତା-ବାଚଲର ଡିଗ୍ରୀ
9-ବୟସ ସୀମା-21 ରୁ 30 ବର୍ଷ ମଧ୍ୟରେ ହୋଇଥିବ
10-ଅଭିଜ୍ଞତା- 2 ବର୍ଷ ପର୍ଯ୍ୟନ୍ତ ହୋଇଥିଲେ ଭଲ
ଆବେଦନକାରୀ LIC INDIA ୱେବସାଇଟକୁ ଯାଇ ଆବେଦନ କରିପାରିବେ
Tags: