Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି, ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

ଦେଶରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି, ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ଆକ୍ରାନ୍ତ ଚିହ୍ନଟ

March 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ କୋଭିଡର ୯୧୮ ନୂତନ ମାମଲା ରିପୋର୍ଟ ହୋଇଛି। ଯାହା ପରେ ସକ୍ରିୟ ମାମଲା ବର୍ତ୍ତମାନ ୬ ହଜାର ୩୫୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୭୯ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୫୯ ହଜାର ୧୮୨ ରେ ପହଞ୍ଚିଛି।

କରୋନା ସଂକ୍ରମଣ ସକ୍ରିୟ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାରଙ୍କୁ ଚେକ୍ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ

May 8, 2026

କିଏ ହେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ?: ସମଗ୍ର ଚିତ୍ର ସ୍ପଷ୍ଟ କଲା ଅମିତ ଶାହଙ୍କ ଏହି ଦୁଇଟି ସଙ୍କେତ 

May 8, 2026

ଭାରତରେ ଏଲପିଜି ଅଭାବ ସୃଷ୍ଟି କଲା ମଧ୍ୟପ୍ରାଚ୍ୟ ଉତ୍ତେଜନା: ଯୋଗାଣରେ ୧୬% ହ୍ରାସ

May 8, 2026

ହାରିବା ସତ୍ତ୍ୱେ ଇତିହାସ ରଚିଲା RCB: ଭାଙ୍ଗିଲା ଚେନ୍ନାଇ ସୁପର କିଙ୍ଗ୍ସର ରେକର୍ଡ 

May 8, 2026
Latest News

ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାରଙ୍କୁ ଚେକ୍ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ

May 8, 2026

କିଏ ହେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ?: ସମଗ୍ର ଚିତ୍ର ସ୍ପଷ୍ଟ କଲା ଅମିତ ଶାହଙ୍କ ଏହି ଦୁଇଟି ସଙ୍କେତ 

May 8, 2026

ଭାରତରେ ଏଲପିଜି ଅଭାବ ସୃଷ୍ଟି କଲା ମଧ୍ୟପ୍ରାଚ୍ୟ ଉତ୍ତେଜନା: ଯୋଗାଣରେ ୧୬% ହ୍ରାସ

May 8, 2026

ହାରିବା ସତ୍ତ୍ୱେ ଇତିହାସ ରଚିଲା RCB: ଭାଙ୍ଗିଲା ଚେନ୍ନାଇ ସୁପର କିଙ୍ଗ୍ସର ରେକର୍ଡ 

May 8, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ରେସରେ ରହିଛି ଏହି ମାନଙ୍କ ନାମ, କାହା ନାମରେ ବାଜିବ ମୋହର

May 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.