Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଏମ୍ସର ପ୍ରଭାବ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ନୂଆ ଏମ୍ସର ପ୍ରଭାବ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

April 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଏକ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି। ଏଥିରେ ପଶ୍ଚିମବଙ୍ଗର ଉଦାହରଣ ଶେୟାର କରାଯାଇଛି। ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ,  “ପଶ୍ଚିମବଙ୍ଗର ଉଦାହରଣ ଉଲ୍ଲେଖ କରି ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି।

ଏହି ସନ୍ଦର୍ଭରେ ଆମ ସରକାର ମେଡିକାଲ କଲେଜଗୁଡିକର ସଂଖ୍ୟା ବଢାଉଛି ଓ ସ୍ଥାନୀୟ ଭାଷାରେ ଡାକ୍ତରୀ ପଢିବା ସୁନିଶ୍ଚିତ କରୁଛି। ଏହା ଲୋକଙ୍କୁ ସାହାଯ୍ୟ କରୁଛି।”

Citing the example of West Bengal, this thread highlights the benefits that come with more AIIMS across India.

On a connected note, our Government is expanding the number of medical colleges and also ensuring medicine can be studied in local languages. This is helping people. https://t.co/M3SeT9AjD5

— Narendra Modi (@narendramodi) April 8, 2023

ଏମ୍ସ ନରେନ୍ଦ୍ର ମୋଦୀ ନିଶିଥ ପ୍ରମାଣିକ ପଶ୍ଚିମବଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026

RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

June 18, 2026

ଭାରତରେ ଶସ୍ତା ହେବ କି ଡିଜେଲ ଏବଂ ପେଟ୍ରୋଲ?: ବିବୃତ୍ତି ଜାରି କଲେ ଭାରତ ସରକାର

June 18, 2026

କାହିଁକି ବିଭାଜିତ ହେଲା ଶିବସେନା ୟୁବିଟି?: ଜଣାପଡିଲା କାରଣ

June 18, 2026
Latest News

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026

RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

June 18, 2026

ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି ପ୍ରସଙ୍ଗ: ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

June 18, 2026

ଭାରତରେ ଶସ୍ତା ହେବ କି ଡିଜେଲ ଏବଂ ପେଟ୍ରୋଲ?: ବିବୃତ୍ତି ଜାରି କଲେ ଭାରତ ସରକାର

June 18, 2026

କାହିଁକି ବିଭାଜିତ ହେଲା ଶିବସେନା ୟୁବିଟି?: ଜଣାପଡିଲା କାରଣ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.