
ଗାଜିପୁର: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଆଜି ସାଂସଦ-ବିଧାୟକ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବଖର ଜେଲରେ ଥିବା ମୁଖତାର୍ ଅଂସାରୀଙ୍କୁ କୋର୍ଟ ରାୟ ଶୁଣାଇଛନ୍ତି। ଏହି ମାମଲାରେ ମୁଖତାର୍ ଅଂସାରୀଙ୍କୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି।
Tags: ମୁଖତାର୍ ଅଂସାରୀ, ସାଂସଦ-ବିଧାୟକ କୋର୍ଟ