Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ CJI ରଂଜନ ଗୋଗୋଇଙ୍କ ବିରୋଧରେ ୧ କୋଟି ମାନହାନୀ ମାମଲା: ଜାଣନ୍ତୁ କାରଣ
ଆଜିର ଖବର

ପୂର୍ବତନ CJI ରଂଜନ ଗୋଗୋଇଙ୍କ ବିରୋଧରେ ୧ କୋଟି ମାନହାନୀ ମାମଲା: ଜାଣନ୍ତୁ କାରଣ

May 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସାମରେ ଅବସ୍ଥିତ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଏନଜିଓର ଜଣେ ଅଧିକାରୀଙ୍କ ଦ୍ଵାରା ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ପ୍ରସଙ୍ଗରେ ତାଙ୍କ ଆତ୍ମଜୀବନୀରେ କିଛି ଭୁଲ କଥା କୁହାଯାଇଛି ବୋଲି ଏହି ମାମଲାରେ ଦାବି କରାଯାଇଛି।

ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଅଭିଜିତ୍ ଶର୍ମା ମାମଲା ଦାୟର କରିଛନ୍ତି। ଆବେଦନକାରୀ ଅଭିଜିତ୍ ଶର୍ମା ଗୁଆହାଟୀର କାମରୂପ (ମେଟ୍ରୋ) ଜିଲ୍ଲା ତଥା ସିଭିଲ୍ ଜଜ୍ କୋର୍ଟରେ ଗୋଗୋଇଙ୍କ ବିରୋଧରେ ୧ କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏହା ସହିତ ସେ ପୂର୍ବତନ CJI ଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍ ଫର ଦ ଜଜ୍’ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଆସାମ ପବ୍ଲିକ୍ ୱାର୍କର ଏନଜିଓର ସଭାପତି ଶ୍ରୀଯୁକ୍ତ ଶର୍ମା ରାଜ୍ୟରେ ଏନଆରସି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଛନ୍ତି।

ସୂଚନା ଅନୁଯାୟୀ, ରଂଜନ ଗୋଗୋଇଙ୍କ ଆତ୍ମଜୀବନୀରେ ଅନେକ ଜିନିଷ ଉଲ୍ଲେଖ କରାଯାଇଛି। ରାମ ଜନ୍ମଭୂମୀ-ବାବ୍ରି ମସଜିଦ ମାମଲାରେ ଖଣ୍ଡପୀଠର ଐତିହାସିକ ରାୟ ପରେ ଗୋଗୋଇ ମଧ୍ୟ ପାର୍ଟିକୁ ସୂଚିତ କରିଛନ୍ତି। ସେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ନଭେମ୍ବର ୯ ତାରିଖ ୨୦୧୯ରେ ରାମ ଜନ୍ମଭୂମୀ-ବାବ୍ରି ମସଜିଦ ଉପରେ ଐତିହାସିକ ରାୟ ପରେ ମୁଁ ସେହି ଖଣ୍ଡିପୀଠର ଅନ୍ୟ ବିଚାରପତିମାନଙ୍କୁ ହୋଟେଲ ତାଜ ମାନସିଂହକୁ ରାତ୍ରୀ ଭୋଜନ ପାଇଁ ନେଇଥିଲି।

ଏନଆରସି ମାନହାନୀ ମାମଲା ରଂଜନ ଗୋଗୋଇ
Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Latest News

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.