ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ଜେଲରେ ରହିବେ। ଆଜି ସିବିଆଇ ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆମ୍ ଆଦମୀ ପାର୍ଟି ନ୍ୟାୟିକ ହେପାଜତ ମନୀଷ ସିସୋଦିଆ
ତେଜସ୍ୱୀ ଯାଦବଙ୍କ ପ୍ରତିଶ୍ରୁତିର ବର୍ଷା: ପଞ୍ଚାୟତ ପ୍ରତିନିଧିମାନଙ୍କୁ ପେନସନ୍ ଏବଂ ୫୦ ଲକ୍ଷର ବୀମା ଘୋଷଣାOctober 26, 2025