ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ମଧ୍ୟ ବିଜେଡି ଆଗୁଆ ରହିଛି। ଚତୁର୍ଥ ରାଉଣ୍ଡରେ ଯେଉଁ ଫଳାଫଳ ଆସିଛି ତାହା ହେଲା ବିଜେଡି- ୨୩୬୧୫ ବିଜେପି- ୧୩୪୩୭ କଂଗ୍ରେସ- ୮୨୧ jharsuguda ଦୀପାଳି ଦାସ
ଆଜି ସରିବ ନୂଆପଡା ଉପନିର୍ବାଚନ ପ୍ରଚାର, ଅପରାହ୍ନ ସୁଦ୍ଧା ବାହାର ନେତାଙ୍କୁ ବାହାରିବାକୁ ନିର୍ଦ୍ଦେଶNovember 9, 2025
ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶNovember 9, 2025