ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ମଧ୍ୟ ବିଜେଡି ଆଗୁଆ ରହିଛି। ଚତୁର୍ଥ ରାଉଣ୍ଡରେ ଯେଉଁ ଫଳାଫଳ ଆସିଛି ତାହା ହେଲା ବିଜେଡି- ୨୩୬୧୫ ବିଜେପି- ୧୩୪୩୭ କଂଗ୍ରେସ- ୮୨୧ jharsuguda ଦୀପାଳି ଦାସ
ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତିNovember 9, 2025