
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଷଷ୍ଠ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ମିଳିଛି ୩୫୬୦୯ ଖଣ୍ଡ ଭୋଟ। ସେହିପରି ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ମାତ୍ର ୧୯୩୯ ଟି ଭୋଟ ମିଳିଛି ।
ତେବେ ୫ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୩୦୦୫୦ଟି ଭୋଟ ମିଳିଥିବାବେଳେ ବିଜେପିକୁ ୧୬୫୦୫ ଓ କଂଗ୍ରେସକୁ ମାତ୍ର ୧୧୫୦ଟି ଭୋଟ ମିଳଥିଲା ।
Tags: jharsuguda result, ଝାରସୁଗୁଡା ଫଳାଫଳ