Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Mother’s Day: ଆଜିର ଏହି ଦିନରେ କବି ଅଜୟ ସ୍ବାଇଁଙ୍କ କବିତା କରୁଛି ଭାବବିହ୍ବୋଳ
ଆଜିର ଖବର

Mother’s Day: ଆଜିର ଏହି ଦିନରେ କବି ଅଜୟ ସ୍ବାଇଁଙ୍କ କବିତା କରୁଛି ଭାବବିହ୍ବୋଳ

May 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Mother's Day: ଆଜିର ଏହି ଦିନରେ କବି ଅଜୟ ସ୍ବାଇଁଙ୍କ କବିତା କରୁଛି ଭାବବିହ୍ବୋଳ

କବି ଅଜୟ ସ୍ବାଇଁ

ଯଦି ଈଶ୍ୱର ବୋଲି କେହି ଥିଲେ
ପିଲାଦିନେ ମୁଁ ଆମ ବାଡି ଗଡିଆରେ
ବୁଡିଗଲା ବେଳେ
ସେ ତ ମତେ ବଞ୍ଚେଇଲେନି
ଦି ପୁରୁଷ ପାଣିରେ ପଶି…?
ପାଠ ନଆସିବାରୁ ମାଷ୍ଟ୍ରେ ଙ୍କ
ବେତ ମାଡ ରୁ ତ ରକ୍ଷା କଲେନି ମତେ?
ମାରଣା କାଳିଆ ବଳଦ ଭୂଷି ବାକୁ ଗଲାବେଳେ
ତ ମତେ ରକ୍ଷା କଲେନି?
ବୋଉ ଥିବାରୁ ମୁଁ ବଞ୍ଚିକି ଏଡୁଟିଏ ହେଲି।
ବୋଉ କହୁଛି, ଈଶ୍ୱର କାଳେ ବୋଉ ହେଇ ମତେ ଏ ସବୁରୁ ବଞ୍ଚେଇଛନ୍ତି।
କେଜାଣି?

ବିଶ୍ଵ ମାତୃ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.