ଜନ ଶକ୍ତି କଳା ପ୍ରଦର୍ଶନୀ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

Published: May 15, 2023, 4:02 pm IST
Musuem

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତି କଳା ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଏହି ପ୍ରଦର୍ଶନୀରେ ମନ୍ କୀ ବାତ୍ ଅଧ୍ୟାୟର କିଛି ଥିମ୍ ଆଧାରରେ କେତେକ ଚମତ୍କାର କଳା ପ୍ରଦର୍ଶିତ ହୋଇଛି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତିକୁ ପରିଦର୍ଶନ କରିଥିଲି । ମନ୍ କୀ ବାତ୍ ଅଧ୍ୟାୟର କିଛି ବିଷୟବସ୍ତୁ ଆଧାରରେ ଏହା ଚମତ୍କାର କଳା ପ୍ରଦର୍ଶନୀ । ନିଜ ସୃଜନଶୀଳତା ସହ ଏହି ପ୍ରଦର୍ଶନୀକୁ ସମୃଦ୍ଧ କରିଥିବା ସମସ୍ତ କଳାକାରଙ୍କୁ ମୁଁ ପ୍ରଶଂସା କରୁଛି ।’

Related posts