Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା: ସମୟ-ସୀମା ମଧ୍ୟରେ 164 ଟି ସାମଗ୍ରୀ ହେଲା ସ୍ବଦେଶୀକରଣ
ଆଜିର ଖବର

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା: ସମୟ-ସୀମା ମଧ୍ୟରେ 164 ଟି ସାମଗ୍ରୀ ହେଲା ସ୍ବଦେଶୀକରଣ

May 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରିବା ପାଇଁ ଆଉ ଏକ ପ୍ରଚେଷ୍ଟାରେ 814 କୋଟିର ଆମଦାନୀ ପ୍ରତିସ୍ଥାପନ ମୂଲ୍ୟର 164 ସକାରାତ୍ମକ ସ୍ବଦେଶୀକରଣ ସୂଚୀ (ପିଆଇଏଲ୍‌) ଆଇଟମ, ଯାହାର ଡିସେମ୍ବର 2022 ପର୍ଯ୍ୟନ୍ତ ସ୍ବଦେଶୀକରଣ କରାଯିବାର ଥିଲା, ତାହାର ଲକ୍ଷ୍ୟ ସମୟ-ସୀମା ମଧ୍ୟରେ ରକ୍ଷା ଉତ୍ପାଦନ ବିଭାଗ (ଡିଡିପି) ଏବଂ ରକ୍ଷା ମନ୍ତ୍ରଣାଳୟ (ଏମଓଡି) ଦ୍ବାରା ସ୍ବଦେଶୀକୃତ କର ଅଧିସୂଚୀତ କରାଯାଇଛି।

ଏହି ବସ୍ତୁର ସ୍ବଦେଶୀକରଣ ପ୍ରତିରକ୍ଷା ସାର୍ବଜନିକ କ୍ଷେତ୍ରର ଉପକ୍ରମ ଡିପିଏସୟୁ ଦ୍ବାରା ସୂକ୍ଷ୍ମ, ମଧ୍ୟମ ଏବଂ ଲଘୁ ଉପକ୍ରମ (ଏମଏସଏମଇ) ସହିତ ଉଦ୍ୟୋଗ ଭାଗିଦାରୀ ମାଧ୍ୟମରେ ବା ଇନ-ହାଉସ ଉତ୍ପାଦନ ଦ୍ବାରା ପ୍ରାପ୍ତ କରାଯାଇଛି।

ଡିଡିପି ଡିପିଏସୟୁ ପାଇଁ ଲାଇନ୍ ରିପ୍ଳେସମେଣ୍ଟ ୟୁନିଟ୍ (ଏଲଆରୟୁ) / ସବସିଷ୍ଟମ / ସ୍ପେୟାର୍ସ ଏବଂ କମ୍ପୋନେଣ୍ଟ ସହିତ 4666 ବସ୍ତୁର ଚାରି ସକାରାତ୍ମକ ସ୍ବଦେଶୀକରଣ ସୂଚୀକୁ ଅଧିସୂଚୀତ କରିଛି (ପ୍ରଥମ ପିଆଇଏଲ୍‌ – 2851, ଦ୍ବିତୀୟ ପିଆଇଏଲ୍‌ – 107, ତୃତୀୟ ପିଆଇଏଲ୍‌ : 780, ଚତୁର୍ଥ ପିଆଇଏଲ୍‌ 928) ଏହା ପୂର୍ବରୁ 1756 କୋଟିର ଆମଦାନୀ ପ୍ରତିସ୍ଥାପନ ମୂଲ୍ୟ ସହିତ 2572 ବସ୍ତୁର ସଫଳ ସ୍ବଦେଶୀକରଣର ଅଧିସୂଚୀତ କରାଯାଇଥିଲା। ଏବେ ଏହି 164 ଅତିରିକ୍ତ ବସ୍ତୁର ଅଧିସୂଚନାର ସହିତ ଡିଡିପି ର ଏହି ସକାରାତ୍ମକ ସ୍ବଦେଶୀକରଣ ସୂଚୀରୁ ଡିସେମ୍ବର 2022 ପର୍ଯ୍ୟନ୍ତ ସ୍ବଦେଶୀ ବସ୍ତୁ ଗୁଡ଼ିକର ସମୁଦାୟ ସଂଖ୍ୟା 2736 ହୋଇଛି ଯାହାର ଆମଦାନୀ ପ୍ରତିସ୍ଥାପନ ମୂଲ୍ୟ 2570 କୋଟି। ଏହି ସ୍ବଦେଶୀ ବସ୍ତୁ ଏବେ ଭାରତୀୟ ଉଦ୍ୟୋଗ ମାନଙ୍କରୁ ହିଁ କ୍ରୟ କରାଯିବ।

ଆତ୍ମନିର୍ଭରତା ପ୍ରତିରକ୍ଷା କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026
Latest News

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.