Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ସଂସଦ ଭବନକୁ ବିରୋଧ କରୁଥିବା ଲୋକଙ୍କୁ ଉପହାସ କଲେ ଏହି କଂଗ୍ରେସ ନେତା
ଆଜିର ଖବର

ନୂତନ ସଂସଦ ଭବନକୁ ବିରୋଧ କରୁଥିବା ଲୋକଙ୍କୁ ଉପହାସ କଲେ ଏହି କଂଗ୍ରେସ ନେତା

May 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଚାର୍ଯ୍ୟ ପ୍ରମୋଦ
ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, "ଅସଭ୍ୟ ଲୋକଙ୍କ ରାଜା"

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ସଂସଦ ଭବନକୁ ଭାରତକୁ ଉତ୍ସର୍ଗ କରିଛନ୍ତି ଏବଂ ନୂତନ ସଂସଦକୁ ଉଦଘାଟନ କରାଯାଇଛି। ତେବେ ବିରୋଧୀଦଳର ନେତାମାନେ ନିରନ୍ତର ବିରୋଧ କରୁଛନ୍ତି ଯେ ଏହି ଉଦ୍ଘାଟନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ନୁହେଁ ବରଂ ରାଷ୍ଟ୍ରପତିଙ୍କ ଦ୍ଵାରା ହେବା ଉଚିତ। ବିରୋଧୀ ଦଳ କ୍ରମାଗତ ଭାବେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଶାଳୀନ ଆକ୍ରମଣ କରୁଛନ୍ତି। ଏହି ସମୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ ଏପରି ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରମୋଦ କୃଷ୍ଣ କାହାର ନାମ ନ ନେଇ ଟ୍ୱିଟ୍ କରିଛନ୍ତି।

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଟ୍ୱିଟରେ ଲେଖିଛନ୍ତି ଯେ, ‘ଧର୍ମ’ ଦଣ୍ଡ ପ୍ରତିଷ୍ଠା କରାଯାଇଛି। ଦେବତାମାନେ ‘ଫୁଲ’ ବର୍ଷା କଲେ ଏବଂ ‘ଗଧ’ ଚିତ୍କାର କରିବାକୁ ଲାଗିଲେ। #myparilamentmypride.

धर्म “दण्ड”
स्थापित हो गया, देवता “पुष्प” बरसाने लगे और “गधे” चिल्लाने लगे. #myparilamentmypride

— Acharya Pramod (@AcharyaPramodk) May 28, 2023

ଉଲ୍ଲେଖନୀୟ କଥା ହେଉଛି, ଏହା ପୂର୍ବରୁ ମଧ୍ୟ ପ୍ରମୋଦ କୃଷ୍ଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସଂସଦ ଗୃହର ଉଦଘାଟନ କରିବାକୁ ସମର୍ଥନ କରିଥିଲେ। ବାସ୍ତବରେ, ଯେତେବେଳେ ବିରୋଧୀଦଳର ସମସ୍ତ ଲୋକ ରାଷ୍ଟ୍ରପତିଙ୍କୁ ସଂସଦ ଗୃହର ଉଦଘାଟନ କରିବାକୁ ଦାବି କରିଥିଲେ, ସେତେବେଳେ ପ୍ରମୋଦ କୃଷ୍ଣ କହିଥିଲେ ଯେ, ଯଦି ଭାରତର ପ୍ରଧାନମନ୍ତ୍ରୀ ସଂସଦ ଗୃହର ଉଦଘାଟନ ନକରନ୍ତି, ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ କ’ଣ କରିବେ? ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ସଂସଦ ହେଉଛି ଦେଶର ଐତିହ୍ୟ, ବିଜେପି ନୁହେଁ … ଯଦି ଭାରତର ପ୍ରଧାନମନ୍ତ୍ରୀ ଦେଶର ସଂସଦକୁ ଉଦ୍ଘାଟନ ନକରନ୍ତି, ତେବେ କିଏ କରିବେ?

ପ୍ରମୋଦ କୃଷ୍ଣ ତାଙ୍କ ପ୍ରତିପକ୍ଷଙ୍କୁ ଏହି ଆବେଦନ କରିଥିଲେ:

କେବଳ ଏତିକି ନୁହେଁ, ସଂସଦର ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପ୍ରମୋଦ କୃଷ୍ଣ ବିରୋଧୀ ଦଳମାନଙ୍କୁ ନିବେଦନ କରିଥିଲେ। ଆପଣ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରିପାରନ୍ତି, କିନ୍ତୁ ଦେଶକୁ ବିରୋଧ କରିବା ଠିକ୍ ନୁହେଁ। ସଂସଦ ସମଗ୍ର ଭାରତର ଏବଂ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହେଁ। ଦେଶର ସଂସଦକୁ ବିଜେପିର ବୋଲି ଭାବିବା ଭୁଲ।

କଂଗ୍ରେସ ନେତା ନୂତନ ସଂସଦ ପ୍ରମୋଦ କୃଷ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.