Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ
ଆଜିର ଖବର

ଆଜି ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ

May 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ସେଥିପାଇଁ ଆଜି ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ। ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ। କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ।

ସନ୍ଧ୍ୟା ୬:୩୦ରେ ‘ମୁଁବିବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ପ୍ରିୟା ଭବାନୀକୁ ଜେଲ୍ ପଠାଇବାକୁ ସଫଳ ହୋଇଛି ହେଲେ କେମିତି ? ୮ଟାରେ ଦେଖିବେ ‘ସାଥିରେ’, ଧାରା ସାମନାକୁ ଆସିଛି ପ୍ରକୃତ ଖଳନାୟକ ଇନ୍ଦ୍ରାଣୀ ର ଅସଲ ଚେହେରା। ଧାରା ଅମ୍ବରକୁ ଇନ୍ଦ୍ରାଣୀ ବିଷୟରେ ଯେତେ କହିଲେବି ଅମ୍ବର ଏହାକୁ ମାନୁନାହିଁ ଓ ଧାରାକୁ ବିଶ୍ବାସ କରୁନାହିଁ। ଏବେ କେମିତି ଶାସ୍ତି ଦେବା ଧାରା ଇନ୍ଦ୍ରାଣୀକୁ? ୮:୩୦ରେ ‘ତୁ ଖରା ମୁଁ ଛାଇ’ରେ ଦେଖିବେ ହଠାତ୍ ମାନିନୀ ସନ୍ଦେହ କରୁଛି, ଏଜେ ନିଜ ପ୍ରଥମ ସ୍ତ୍ରୀର ହତ୍ୟା କରିଛନ୍ତି ବୋଲି ହେଲେ କାହିଁକି ଏମିତି କଣ କରିଛି ଏଜେ ? ମାନିନୀ କଣ ସତର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବ ? ୯ଟାରେ ଦେଖିବେ ‘ଖୁସିର ଛୁଙ୍କ’ରେ ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସିର ଦୁଃଖ କରନ୍ କୁ ଖୋଜିବାକୁ ପୁରୀରୁ ରଜତ ସହିତ ଭୁବନେଶ୍ବର ଆସିଛି ଖୁସି କିନ୍ତୁ ଭୁବନେଶ୍ବରରେ ରଜତ ତାକୁ ଅନ୍ୟ ପାଖରେ ବିକିବାକୁ ଚେଷ୍ଟା କରିଛି ହେଲେ ଖୁସି ସେଠାରୁ ନିଜକୁ ବଞ୍ଚାଇ ଫେରୁଛି ଘରକୁ ଏପଟେ ପୁରା ପରିବାର ତା ଉପରେ ଥୁ ଥୁ କରିବାକୁ ଲାଗିଲେ l ତେବେ ସେ ଏବେ କ’ଣ କରିବ ? ଏମିତି ଜୀ-ସାର୍ଥକ ସମସ୍ତ ମେଗା ଧାରାବାହିକରେ ବହୁ ବଡ଼ ବଡ଼ ସସପେନ୍ସ ଓ ପରିବର୍ତ୍ତନ ଦେଖିବେ।

ଆଜି ଠାରୁ ଆପଣଙ୍କ ସବୁ କାମ ସାରି ପ୍ରସ୍ତୁତ ରୁହନ୍ତୁ ଜୀ-ସାର୍ଥକ ର ସବୁ ଠାରୁ ବଡ଼ ଦିନ ପାଇଁ। ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଥାଏ। ଏଥର ଜୀ-ସାର୍ଥକ ଏହି ବଡ଼ ଦିନରେ ସମସ୍ତ ମେଗା ଧାରାବାହିକରେ ସସପେନ୍ସ କାହାଣୀ ସବୁ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ୍।

ଜୀ ସାର୍ଥକ ମନୋରଞ୍ଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟ ପଡ଼ିଆକୁ ଫେରିବେ ଭାରତ ଏବଂ ବାଂଲାଦେଶ ଟିମ୍!: BNP ଦେଲା ବଡ଼ ବୟାନ

February 18, 2026

ଟି-୨୦ ବିଶ୍ୱକପ: ଜାଣନ୍ତୁ ଭାରତର ସୁପର-୮ ମ୍ୟାଚ ପାଇଁ ସ୍ଥାନ, ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

February 18, 2026

ବିବାହ ଋତୁରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି: ଆଜି ମଧ୍ୟ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ

February 18, 2026

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026
Latest News

କ୍ରିକେଟ ପଡ଼ିଆକୁ ଫେରିବେ ଭାରତ ଏବଂ ବାଂଲାଦେଶ ଟିମ୍!: BNP ଦେଲା ବଡ଼ ବୟାନ

February 18, 2026

ଟି-୨୦ ବିଶ୍ୱକପ: ଜାଣନ୍ତୁ ଭାରତର ସୁପର-୮ ମ୍ୟାଚ ପାଇଁ ସ୍ଥାନ, ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

February 18, 2026

ବିବାହ ଋତୁରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି: ଆଜି ମଧ୍ୟ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ

February 18, 2026

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.