Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟେଜ ଉପରେ ଗୀତ ବୋଲୁଥିଲେ ଗାୟିକା, ହଠାତ ଦେହରେ ବାଜିଲା ଗୁଳି
ଆଜିର ଖବର

ଷ୍ଟେଜ ଉପରେ ଗୀତ ବୋଲୁଥିଲେ ଗାୟିକା, ହଠାତ ଦେହରେ ବାଜିଲା ଗୁଳି

June 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଷ୍ଟେଜ ଉପରେ ଗୀତ ବୋଲୁଥିଲେ ଗାୟିକା, ହଠାତ ଦେହରେ ବାଜିଲା ଗୁଳି

ନିଶାଙ୍କ ଉପରକୁ ଗୁଳି: ଲୋକପ୍ରିୟ ଭୋଜପୁରୀ ଗାୟକ ନିଶା ଉପାଧ୍ୟାୟ ବିହାରର ସରାନ ଜିଲ୍ଲାରେ ଏକ ଶୋ’ରେ ଗୀତ ବୋଲୁଥିବା ବେଳେ ତାଙ୍କୁ ଗୁଳି କରାଯାଇଛି। ଗତକାଲି ଜଣ୍ଟା ବଜାର ପୋଲିସ ଷ୍ଟେସନ ଅଞ୍ଚଳର ସେଣ୍ଡୁରଭା ଗ୍ରାମରେ ଏହି ଘଟଣା ଘଟିଛି।

ଲୋକ ଗହଳି ଭିତରୁ କେହି ଜଣେ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିବାର ଜଣାପଡିଛି। ଗୋଟିଏ ଗୁଳି ଉପରକୁ ଯାଇଥିବା ବେଳେ ଅନ୍ୟଟି ନିଶାଙ୍କ ଦେହରେ ବାଜିଛି।

ଏହି ସୋ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସାମ୍ନାକୁ ଆସିଛି। ନିଶାଙ୍କ ବାମ ଜଙ୍ଘରେ ଗୁଳି ବାଜିବା ପରେ ତାଙ୍କୁ ପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବାର ଜଣାପଡିଛି।

ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି। ତେବେ ଏହି ଘଟଣା ସମ୍ପର୍କରେ କୈଣସି ଅଭିଯୋଗ କରାଯାଇ ନାହିଁ। ସୋସିଆଲ ମିଡିଆରୁ ଏହି ଖବର ପ୍ରଚାର ହେବା ପରେ ପୋଲିସ ନିଜଆଡୁ ମାମଲା ଋଜୁ କରି ତଦନ୍ତ ଚଳାଇଛି।

ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଟ୍ରେନ ଚଳାଚଳରେ ହେଲା ଅସ୍ଥାୟୀ ପରିବର୍ତ୍ତନ, ଦେଖନ୍ତୁ ତାଲିକା

June 3, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଖେଳିବେ ଭାରତୀୟ ବଂଶୋଦ୍ଭବ ଖେଳାଳି: ଜାଣନ୍ତୁ କେଉଁ ଦେଶ

June 3, 2026
Latest News

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଟ୍ରେନ ଚଳାଚଳରେ ହେଲା ଅସ୍ଥାୟୀ ପରିବର୍ତ୍ତନ, ଦେଖନ୍ତୁ ତାଲିକା

June 3, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.