ମା ଲକ୍ଷ୍ମୀଙ୍କର ଆର୍ଶିବାଦ ପାଇବାକୁ ଚାହୁଁଥିଲେ ପାଳନ କରନ୍ତୁ ଏହି ୬ଟି ସରଳ କଥା

Published: Jun 5, 2023, 6:20 am IST
lord-laxmi2

ନୂଆଦିଲ୍ଲୀ: ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା ସହିତ ବର୍ଷ ବର୍ଷ ଧରି ଧନ ପ୍ରାପ୍ତିର ସମ୍ଭାବନା ତିଆରି oହେବ।

  1. ଆପଣ ପ୍ରତିଦିନ ଥରେ ଖାଦ୍ୟ ଦାନ କଲେ, ଆର୍ଥିକ ସଙ୍କଟ ରହିବ ନାହିଁ ।
  2. ଅଶୋକ ଗଛ ଲଗାଇ ସେଥିରେ ପାଣି ଦେବା ଦ୍ୱାରା ଧନ ବୃଦ୍ଧି ପାଇଥାଏ।
  3. ଯଦି ଆପଣଙ୍କୁ ଘରେ ପୁରୁଣା ଖବରକାଗଜ ଇତ୍ୟାଦି ବାହାର କରିବାକୁ ଚାହାଁନ୍ତି ତେବେ ଆପଣ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗିବା ଅନୁଚିତ।
  4. ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ଘଣ୍ଟା ଅଚଳ ଅଛି, ତେବେ ଏହାକୁ ତୁରନ୍ତ ହଟାନ୍ତୁ। ବନ୍ଦ ଘଣ୍ଟା ଘର ଭିତରକୁ ଆସୁଥିବା ଟଙ୍କାକୁ ବନ୍ଦ କରିଦିଏ।
  5. କିଛି କାମ କରିବାକୁ ଯିବାବେଳେ କେବେ ବି ଖାଲି ପେଟରେ ଯାଆନ୍ତୁ ନାହିଁ। କାର୍ଯ୍ୟ ବାଧାପ୍ରାପ୍ତ ହୁଏ ଏବଂ ବିଫଳତା ହାସଲ ହୁଏ।
  6. ପୁରୁଣା କିମ୍ବା ଛିଣ୍ଡା ଜୋତା ବା ଚପଲ ଆପଣଙ୍କୁ ଆଗକୁ ଯିବାକୁ ଦେବ ନାହିଁ, ସେଗୁଡିକ ଘରୁ ବାହାର କରିଦିଅନ୍ତୁ।

Related posts