Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ନ ଥିବା ଗାଡି ହେବ ଜବତ, ଜୁନ ୨୩ ରୁ ଧରପଗଡ
ଆଜିର ଖବର

ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ନ ଥିବା ଗାଡି ହେବ ଜବତ, ଜୁନ ୨୩ ରୁ ଧରପଗଡ

June 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ନ ଥିବା ଗାଡି ହେବ ଜବତ, ଜୁନ ୨୩ ରୁ ଧରପଗଡ

ଭୁବନେଶ୍ବର: ଆପଣଙ୍କ ଗାଡିରେ HSRP ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇ ନାହାଁନ୍ତି କି ? ତେବେ ଆଉ ଅପେକ୍ଷା କରନ୍ତୁ ନାହିଁ। ତୁରନ୍ତ ଏହି ପ୍ଲେଟ ଲଗାଇ ଦିଅନ୍ତୁ, ନଚେତ ଆପଣଙ୍କୁ ଅଯଥା ପାଞ୍ଚ ହଜାର ଟଙ୍କା ଜରିମାନ ଗଣିବାକୁ ପଡିବ। ସେଥିପାଇଁ ପରିବହନ ବିଭାଗ ତରଫରୁ ଏଇ ଜୁନ ୨୩ ତାରିଖରୁ ଧରପଗଡ ଆରମ୍ଭ କରିବାକୁ ଯାଉଛି।

ଯେଉଁମାନେ ବିନା HSRP ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ପ୍ଲେଟ ନ ଲଗାଇଥିବେ ସେମାନଙ୍କୁ ରାସ୍ତା ଉପରେ ଚଢାଉ କରାଯିବ। କାରଣ ଏହି ନୂଆ ପ୍ଲେଟ ଲଗାଇବା ପାଇଁ ଯେଉଁ ଅବଧି ଦିଆଯାଇଥିଲା ତାହା ଗତ ଫେବୃୟାରୀ ୨୮ ତାରିଖରେ ଶେଷ ହୋଇଯାଇଛି।

ଏକ ପ୍ରେସ ବିଜ୍ଞପ୍ତିରେ ଅତିରିକ୍ତ ପରିବହନ କମିଶନର ତଥା ଇନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ଲାଲମୋହନ ସେଠୀ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪୦,୯୩,୬୦୮ ଗାଡିର ସ୍ଲଟ ବୁକିଂ ହୋଇଛି। ସେଥିମଧ୍ୟରୁ ୩୫,୮୭,୫୭୭ ଟି ଗାଡିରେ ଏହି ପ୍ଲେଟ ଲଗା ଯାଇଛି।

ଯଦି ଏହି ପ୍ଲେଟ ନ ଲଗାଇଥିବେ ତେବେ ଆଇନ ଅନୁସାରେ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଇ ଚାଲାଣ ଜାରୀ କରାଯିବ।

HSRP ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ନମ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026
Latest News

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.