Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»WTC ର ପରବର୍ତ୍ତୀ ସିଜନରେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ଟିମ୍ ଇଣ୍ଡିଆ?, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଆଜିର ଖବର

WTC ର ପରବର୍ତ୍ତୀ ସିଜନରେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ଟିମ୍ ଇଣ୍ଡିଆ?, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ ସିଜନରେ ଟିମ୍ ଇଣ୍ଡିଆ ଫାଇନାଲର ଟିକେଟ୍ ପାଇବା ପାଇଁ ସଂଘର୍ଷ କରିଥିଲା। ଫାଇନାଲ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦଳକୁ ନିଜ ଘରେ ପରାସ୍ତ କରିଥିଲା। କିନ୍ତୁ ଯେତେବେଳେ ରୋହିତ ବ୍ରିଗେଡ୍ ଟ୍ରଫିଠାରୁ ଗୋଟିଏ ପାଦ ଦୂରରେ ଥିଲେ, ଦଳର ବ୍ୟାଟିଂ ବହୁତ ନିରାଶ କରିଥିଲା। ଯାହା ପରେ ଦଳକୁ ମଧ୍ୟ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। କିନ୍ତୁ ବର୍ତ୍ତମାନ ଅତୀତର ଜିନିଷଗୁଡ଼ିକୁ ଭୁଲି ବ୍ଲୁ ଆର୍ମି ଆଗାମୀ ସିଜନରେ ଆଗକୁ ବଢିବାକୁ ପ୍ରସ୍ତୁତ ଅଛନ୍ତି।

ୱେଷ୍ଟଇଣ୍ଡିଜ୍ ଯାତ୍ରା ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପରବର୍ତ୍ତୀ ସିଜନ୍ ଆରମ୍ଭ କରିବ। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ୧୨ ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଦ୍ୱିତୀୟ ଟେଷ୍ଟରେ ଉଭୟ ଦଳ ୨୦ ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ଖେଳିବେ। ଏହା ପରେ, ଚଳିତ ବର୍ଷ ଶେଷରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୨୪ ବର୍ଷ ଆରମ୍ଭରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ସହିତ ମୁହାଁମୁହିଁ ହେବ, ଏହା ପରେ ବର୍ଷ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ସହିତ ଭାରତର ପ୍ରତିଯୋଗିତା ଦେଖିବାକୁ ମିଳିବ।

WTC ୨୦୨୩-୨୫ ​​ରେ ଭାରତର କାର୍ଯ୍ୟସୂଚୀ:

୧- ୱେଷ୍ଟଇଣ୍ଡିଜ୍ ରେ ୨ ଟେଷ୍ଟ- ଜୁଲାଇ ୨୦୨୩
୨- ଦକ୍ଷିଣ ଆଫ୍ରିକାରେ ୨ ଟେଷ୍ଟ- ଡିସେମ୍ବର ୨୦୨୩ରୁ ଜାନୁୟାରୀ ୨୦୨୪
୩- ବାଂଲାଦେଶ ବିରୋଧରେ ୨ ଟେଷ୍ଟ- ସେପ୍ଟେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୪
୪- ଇଂଲଣ୍ଡ ବିରୋଧରେ ୫ ଟେଷ୍ଟ- ଜାନୁଆରୀ ୨୦୨୪ରୁ ଫେବୃଆରୀ ୨୦୨୪
୫- ନ୍ୟୁଜିଲାଣ୍ଡ ବିରୋଧରେ ୩ ଟେଷ୍ଟ- ଅକ୍ଟୋବର ୨୦୨୪ରୁ ନଭେମ୍ବର ୨୦୨୪
୬- ଅଷ୍ଟ୍ରେଲିଆ ବିରୋଧରେ ୨ ଟେଷ୍ଟ- ନଭେମ୍ବର ୨୦୨୪ରୁ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ।

ଆଶେସ୍ ସିରିଜରୁ ତୃତୀୟ ସିଜିନ ଆରମ୍ଭ:

ତୃତୀୟ ସିଜିନ ଆଶେସ୍ ସିରିଜ୍ ସହିତ ଆରମ୍ଭ ହେବ। ଫାଇନାଲ ଜିତିବା ପରେ କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ନୂତନ ଆରମ୍ଭ କରିବ। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ୧୬ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜୁନ୍ ୨୮ରୁ ଆରମ୍ଭ ହୋଇଥିବାବେଳେ ଶେଷ ଟେଷ୍ଟ ଜୁଲାଇ ୬ ରୁ ୧୦ ପର୍ଯ୍ୟନ୍ତ ଖେଳାଯିବ।

WTC ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
Share. Facebook Twitter LinkedIn Email WhatsApp Copy Link

Related Posts

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Latest News

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.