Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏୟାର ଇଣ୍ଡିଆକୁ ପଛରେ ପକାଇ ଇତିହାସ ରଚିଲା ଇଣ୍ଡିଗୋ, କିଣିବାକୁ ନିର୍ଦ୍ଦେଶ ଦେଲା ୫୦୦ ବିମାନ
ଆଜିର ଖବର

ଏୟାର ଇଣ୍ଡିଆକୁ ପଛରେ ପକାଇ ଇତିହାସ ରଚିଲା ଇଣ୍ଡିଗୋ, କିଣିବାକୁ ନିର୍ଦ୍ଦେଶ ଦେଲା ୫୦୦ ବିମାନ

June 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଗୋ ବିମାନ
ମଝି ଆକାଶରେ ଲିକ୍ ହେଲା ଇନ୍ଧନ: ବାରାଣସୀରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ଇଣ୍ଡିଗୋ ନାମକ ସର୍ବ ବୃହତ ଘରୋଇ କ୍ଷେତ୍ର ବିମାନ ଅପରେଟର ଇଣ୍ଟରଗ୍ଲୋବ ଆଭିଏସନ ୫୦୦ ନୂତନ ଏୟାରବସ୍ ଏ୩୨୦ ଫ୍ୟାମିଲି ବିମାନ କିଣିବାକୁ ଯାଉଛି। ଏହା ଯେକୌଣସି ଭାରତୀୟ ବିମାନ ସେବା ଦ୍ୱାରା ଏକକାଳୀନ ବିତରଣ କରୁଥିବା ସର୍ବାଧିକ ସଂଖ୍ୟକ ବିମାନ ଆଦେଶ।

ଇଣ୍ଡିଗୋ ୫୦୦ ନୂତନ ଏୟାରବସ୍ ଏ୩୨୦ ବିମାନ ପାଇଁ ଏକ ଅର୍ଡର ରଖିଛି। ଇଣ୍ଡିଗୋ ହେଉଛି ବିଶ୍ଵର ପ୍ରଥମ ବିମାନ କମ୍ପାନୀ, ଏକାଥରକେ ଏତେ ସଂଖ୍ୟକ ବିମାନ କିଣିବା ପାଇଁ ଏୟାରବସ୍ ସହିତ କାରବାର କରିଛି। ଚଳିତ ବର୍ଷ ଭାରତରୁ ଏଭଳି ସଂଖ୍ୟକ ବିମାନ ଅର୍ଡର କରିବାର ଏହା ହେଉଛି ଦ୍ୱିତୀୟ ମାମଲା। ଏହା ପୂର୍ବରୁ ଟାଟା ଗ୍ରୁପ୍‌ର ମାଲିକାନା ଥିବା ଏୟାର ଇଣ୍ଡିଆ ପୂର୍ବରୁ ୪୭୦ ଟି ନୂଆ ବିମାନ କିଣିବା ପାଇଁ ଏୟାରବସ୍ ଏବଂ ବୋଇଙ୍ଗ ସହିତ ଚୁକ୍ତି ଘୋଷଣା କରିଥିଲା।

BJP Ads
ଇଣ୍ଡିଗୋ ଇତିହାସ ରଚିଲା ଏୟାର ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025
BJP Ads
Latest News

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.