Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା
ଆଞ୍ଚଳିକ

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା
ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

ବାଣପୁର: ବର୍ତ୍ତମାନ ଲୋକମାନଙ୍କର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଆସ୍ଵାସ୍ଥ୍ୟକର ଖାଦ୍ୟ ପାନୀୟ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ଯୁବାବସ୍ଥାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। କମ ବୟସରୁ ମେଦ ବହୁଳତା, ଉଚ୍ଚ ରକ୍ତଚାପ, ହୃଦାଘାତ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଚିନ୍ତାର କାରଣ ପାଲଟିଛି। ସେଥିପାଇଁ କେନ୍ଦ୍ର ସରକାର ଯୋଗ ମାଧ୍ୟମରେ ସୁସ୍ଥ ସମାଜ ଗଠନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଏହି କ୍ରମରେ ମୋଦୀ ସରକାରଙ୍କ ପ୍ରଚେଷ୍ଟାରେ ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ଦେଶ ଏବଂ ବିଦେଶରେ ପାଳନ କରାଯାଉଛି।

ତେବେ ଏହାକୁ ଆଗକୁ ବଢାଇବା ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ସହରରେ ଯୋଗ ଶିକ୍ଷା କେନ୍ଦ୍ର ଖୋଲାଯାଇଛି। ଏଠାରେ ପ୍ରଥମ ଥର ପାଇଁ ‘ଉତ୍କଳ ୟୋଗା ଆଣ୍ଡ ଏଜୁକେସନାଲ ଏକାଡେମି’ ନାମରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ଯୋଗ ଅଭ୍ୟାସ କରିବା ସହିତ ଯୋଗ ପାଠ୍ୟକ୍ରମର ଶିକ୍ଷା ଲାଭ କରିବାକୁ ସୁଯୋଗ ମିଳିବ। ଏହି ଅନୁଷ୍ଠାନରେ ବିଭିନ୍ନ କୋର୍ସ ଉପଲବ୍ଧ ଅଛି। ସେହି କୋର୍ସଗୁଡିକ ହେଲା Diploma in Yoga, PG Diploma in Yoga, Diploma in Yoga Instructor Certificate Course ଭଳି କୋର୍ସ ପ୍ରଦାନ କରାଯିବ।

ଏହାସହିତ ଲୋକମାନଙ୍କ ପସନ୍ଦ ଅନୁଯାୟୀ, Advance Yoga Kids, ଓଜନ ହ୍ରାସ, Therapeutic Yoga, Meditation, ଅଣ୍ଟା ଆଣ୍ଠୁ ଯନ୍ତ୍ରଣା ଭଳି ବିଭିନ୍ନ ସମସ୍ୟାରୁ ଉପଶମ ପାଇଁ ସଂପୂର୍ଣ୍ଣ ଦକ୍ଷ୍ୟ ପ୍ରଶିକ୍ଷକଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଏ।

ତେବେ ଏଥିରେ ଆଗ୍ରହୀ ଥିବା ବ୍ୟକ୍ତିମାନେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଆବଶ୍ୟକ ହେଲେ ଅଧିକ ତଥ୍ୟ ଜାଣିବା ପାଇଁ ୮୯୧୭୨୪୩୮୫୫/୭୮୪୭୯୯୪୦୦୬ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଠିକଣା – ପ୍ରଥମ ତାଲା ପାଲ କମ୍ପ୍ଲେକ୍ସ, ରଘୁନାଥ ସାହି, ବାଣପୁର, ଖୋର୍ଦ୍ଧା।

Advance Yoga Kids Back Pain banpur Diploma in Yoga Diploma in Yoga Instructor Certificate Course Meditation PG Diploma in Yoga Therapeutic Yoga Weight Loss Yoga for Health
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.