Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଆଚେନ୍ ଠାରୁ ସମୁଦ୍ର ପର୍ଯ୍ୟନ୍ତ ସବୁଠି ଦେଖାଯାଉଛି କ୍ରେଜ୍: ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ
ଆଜିର ଖବର

ସିଆଚେନ୍ ଠାରୁ ସମୁଦ୍ର ପର୍ଯ୍ୟନ୍ତ ସବୁଠି ଦେଖାଯାଉଛି କ୍ରେଜ୍: ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

June 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ୱରେ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ବିଶେଷ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ, ସୈନିକଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଯୋଗ ପ୍ରତି ଉତ୍ସାହ ଦେଖାଦେଇଛି।

ଭାରତୀୟ ସେନା ମଧ୍ୟ ସିକ୍କିମରେ ଯୋଗ କରିଛନ୍ତି।

ଭାରତୀୟ ସେନାର ଲଦାଖର ପାଙ୍ଗଙ୍ଗ ସୋରେ ଯୋଗ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଲୋକଙ୍କୁ ସେମାନେ ପ୍ରେରଣା ମଧ୍ୟ ଦେଇଛନ୍ତି।

ଆନ୍ତର୍ଜାତୀୟ ଯୋଗ ଦିବସରେ ମହାରଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟ, ଦେହରାଡୁନରେ ଯୋଗ ଆୟୋଜିତ ହୋଇଛି।

ଗୁଜୁରାଟର ରାଜକୋଟରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଲୋକମାନେ ଜଳ ଯୋଗ ପ୍ରଦର୍ଶନ କରିଛନ୍ତି। ଏଥିରେ ଲୋକମାନେ ପହଁରିବା ଅଭ୍ୟାସ କରିଛନ୍ତି।

ଆନ୍ତର୍ଜାତୀୟ ଯୋଗ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁରରେ ହେବ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ, ଜାଣନ୍ତୁ ଏହା କଣ

November 13, 2026

ବାଣପୁରର ଝିଅ ଆଣିଲେ ରାଜ୍ୟ ସମ୍ମାନ: କୃତୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

November 13, 2026

ଔଷଧୀୟ ଉଦ୍ଭିଦ ସଂରକ୍ଷଣ ପାଇଁ ଜନଜାତି ବହୁଳ ଅଞ୍ଚଳରେ ଜାତୀୟ ପଦକ୍ଷେପ

November 13, 2026

ଆଜି ନଭେମ୍ବର ୧୩ ତାରିଖ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 13, 2026
Latest News

ଗୋପାଳପୁରରେ ହେବ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ, ଜାଣନ୍ତୁ ଏହା କଣ

November 13, 2026

ବାଣପୁରର ଝିଅ ଆଣିଲେ ରାଜ୍ୟ ସମ୍ମାନ: କୃତୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

November 13, 2026

ଔଷଧୀୟ ଉଦ୍ଭିଦ ସଂରକ୍ଷଣ ପାଇଁ ଜନଜାତି ବହୁଳ ଅଞ୍ଚଳରେ ଜାତୀୟ ପଦକ୍ଷେପ

November 13, 2026

ଆଜି ନଭେମ୍ବର ୧୩ ତାରିଖ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 13, 2026

ଯାତ୍ରୀଙ୍କ ପକେଟ୍‌କୁ ମହଙ୍ଗା ମାଡ଼! ବଢ଼ିଲା ବସ୍‌ ଭଡ଼ା, ଅର୍ଡିନାରୀରୁ ଏସି ସ୍ଲିପର୍‌ ଯାଏଁ ନୂଆ ଦର ଲାଗୁ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.