Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ: ମହାରାଷ୍ଟ୍ର ରାଜନୀତିକୁ ନେଇ ଏଭଳି କହିଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ: ମହାରାଷ୍ଟ୍ର ରାଜନୀତିକୁ ନେଇ ଏଭଳି କହିଲେ କେନ୍ଦ୍ରମନ୍ତ୍ରୀ

July 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଏକ ବଡ ଦାବି କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ ବୋଲି ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅଠାୱଲେ କହିଛନ୍ତି ଯେ, ‘ଅଜିତ ପାୱାର କିଛି ସମୟ ଧରି ଅସନ୍ତୋଷ ଥିଲେ। କାରଣ ସେ ଚାହୁଁଥିଲେ ବିଜେପି ସହ ଏନସିପି ମେଣ୍ଟ କରୁ। କିନ୍ତୁ ଶରଦ ପାୱାର ଏଥିପାଇଁ ପ୍ରସ୍ତୁତ ନଥିଲେ। ମୁଁ ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଏହା NCP ଏବଂ MVA ପାଇଁ ଏକ ବଡ ପରିବର୍ତ୍ତନ ଏବଂ ଏକ ବଡ ଝକା। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ଅବଶିଷ୍ଟ ଲୋକଙ୍କ ସହ କାମ କରିବେ।

ନୀତୀଶ କୁମାରଙ୍କୁ ଆକ୍ରମଣ କରି ଅଠାୱଲେ କହିଛନ୍ତି ଯେ, ବିରୋଧୀ ଏକତା ସହ ଆମେ କୌଣସି ‘ଅପରେସନ୍’ କରୁନାହୁଁ, ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଛନ୍ତି। ବିହାରର ଅନେକ ନେତା ଓ ବିଧାୟକ ନୀତୀଶ କୁମାରଙ୍କ ଉପରେ ଅସନ୍ତୋଷ ଅଛନ୍ତି। ନୀତୀଶ କୁମାର ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆସି ପରେ ଚାଲିଗଲେ, ତେଣୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଥିବାବେଳେ ରାମଦାସ ଅଠାୱଲେ କହିଛନ୍ତି ଯେ, ମୋଦୀ ଜଣେ ବିକାଶ ପୁରୁଷ। ସେ ସମସ୍ତଙ୍କୁ ସାଙ୍ଗରେ ନେଇଯାଆନ୍ତି। ଦଳିତ ହୁଅନ୍ତୁ, ପଛୁଆ କିମ୍ବା ସଂଖ୍ୟାଲଘୁ ହୁଅନ୍ତୁ, ସମସ୍ତେ ପିଏମ ମୋଦୀଙ୍କୁ ସମର୍ଥନ କରୁଛନ୍ତି। ସେଥିପାଇଁ ସମଗ୍ର ଦେଶରେ ଏକ ପରିବେଶ ସୃଷ୍ଟି ହେଉଛି। ମହାରାଷ୍ଟ୍ରରେ ଯେପରି ଘଟିଛି, ଏହା ଅନ୍ୟ ରାଜ୍ୟରେ ମଧ୍ୟ ହୋଇପାରେ। ୨୦୨୪ ସୁଦ୍ଧା ଆମର NDA ଆହୁରି ଶକ୍ତିଶାଳୀ ହୋଇପାରେ।

ଅଜିତ ପାୱାର ନୀତୀଶ କୁମାର
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.