Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧୪ ରେ ଅପରାହ୍ନ ୨.୩୫ ରେ ଲଞ୍ଚ ହେବ ଚନ୍ଦ୍ରାୟନ-୩: ଇସ୍ରୋ
ଆଜିର ଖବର

ଜୁଲାଇ ୧୪ ରେ ଅପରାହ୍ନ ୨.୩୫ ରେ ଲଞ୍ଚ ହେବ ଚନ୍ଦ୍ରାୟନ-୩: ଇସ୍ରୋ

July 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରାୟନ-୩ ର ଉତକ୍ଷେପଣ ତାରିଖ ଘୋଷଣା କରିଛି। ଟ୍ୱିଟ୍ କରି ISRO ଏହି ସୂଚନା ଦେଇଛି। ଜୁଲାଇ ୧୪ ତାରିଖରେ ମଧ୍ୟାହ୍ନରେ ଚନ୍ଦ୍ରାୟନ ୩ ଲଞ୍ଚ ହେବ ବୋଲି ଟ୍ୱିଟରେ କୁହାଯାଇଛି।

ISRO ଟ୍ୱିଟରେ ଲେଖିଛି ଯେ, “ଚନ୍ଦ୍ରାୟନ-୩ ର ଶୁଭାରମ୍ଭ ଘୋଷଣା। ଏହା ଜୁଲାଇ ୧୪ ତାରିଖରେ ଅପରାହ୍ନ ୨.୩୫ ରେ SDSC, ଶ୍ରୀହାରିକୋଟା ଠାରୁ ଉତକ୍ଷେପଣ ହେବ। ଏଥି ସହିତ, ଚନ୍ଦ୍ରାୟନ- ୩ ମିଶନ ବିଷୟରେ ଚେୟାରମ୍ୟାନ୍ ସୋମନାଥ ଏସ କହିଛନ୍ତି ଯେ, ଅଗଷ୍ଟ ୨୩ କିମ୍ବା ଅଗଷ୍ଟ ୨୪ ତାରିଖରେ ଚନ୍ଦ୍ର ଉପରେ ଏକ ସଫ୍ଟ ଅବତରଣ କରିବାକୁ ISRO ଚେଷ୍ଟା କରିବ।

isro ଚନ୍ଦ୍ରାୟନ -୩ ଶ୍ରୀହାରିକୋଟା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Latest News

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.