ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ତାଙ୍କ କଥା ହୋଇ ଶୁଭେଚ୍ଛା ଜଣାଇଛି। ତାଙ୍କ ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରୁଛି।’ ଜନ୍ମଦିନ ଦଲାଇ ଲାମା ନରେନ୍ଦ୍ର ମୋଦୀ
ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତDecember 19, 2025
ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥDecember 19, 2025