Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ ଏମିତି ଏକ ସହର, ଯେଉଁଠାରେ ପାଇଖାନା ଫ୍ଲାଶ୍ ପାଇଁ ଦେବାକୁ ପଡେ ଟିକସ
ଆଜିର ଖବର

ଜାଣନ୍ତୁ ଏମିତି ଏକ ସହର, ଯେଉଁଠାରେ ପାଇଖାନା ଫ୍ଲାଶ୍ ପାଇଁ ଦେବାକୁ ପଡେ ଟିକସ

July 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମସ୍ତ ଦେଶରେ ସରକାର ବ୍ୟକ୍ତିଙ୍କ ଆୟର ହିସାବ ଅନୁସାରେ ଟ୍ୟାକ୍ସ ଆଦାୟ କରିଥା’ନ୍ତି। ଏହି ଟିକସ ପଇସାକୁ ଜନତାଙ୍କ ସେବାରେ ବିନିଯୋଗ କରାଯାଇଥାଏ। ଏହି ଟ୍ୟାକ୍ସ ବା କର ଦେଶର ବିକାଶରେ ଲାଗିଥାଏ। ତେବେ ଜାଣିଛନ୍ତି, ଯଦି ଆମକୁ କଖାରୁ କିଣିବା କିମ୍ବା ଟାଟୁ କରିବା ବା ପାଇଖାନା ଫ୍ଲାଶ୍‌ କରିବା ପାଇଁ ଟିକସ ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଦୁନିଆରେ ଏପରି ଏକ ଜାଗା ଅଛି, ଯେଉଁଠି ଏସବୁ ପାଇଁ ମଧ୍ୟ କର ଦେବାକୁ ପଡ଼ିଥାଏ।

ଆମେରିକା ପରି ଶକ୍ତିଶାଳୀ ଦେଶରେ ଏସବୁ ପାଇଁ କର ଆଦାୟ କରାଯାଇଥାଏ। ଆମେରିକାର ନ୍ୟୁଜର୍ସିଠାରେ କଖାରୁ କିଣିବା ପାଇଁ ଟିକସ ଦେବାକୁ ପଡ଼ିଥାଏ। ସେହିପରି ଏଠାରେ ଯୁବକଙ୍କୁ ଟାଟୁ କରିବା ପାଇଁ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ। ଆମେରିକାର ଅରକାଂସରେ ଟାଟୁ କରିବା ଦ୍ବାରା ୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ସେହିପରି ଆମେରିକାର ମେରିଲାଣ୍ଡରେ ସରକାର ଟଏଲଟ୍‌ ଫ୍ଲାଶ୍‌ ପାଇଁ ଟିକସ ଆଦାୟ କରିଥାନ୍ତି। ଏଠାରେ ପ୍ରତି ମାସ ପାଖାପାଖି ୩୫୫ ଟଙ୍କା ଟ୍ୟାକ୍ସ ଆଦାୟ କରାଯାଇଥାଏ। ଏହି କର ପଇସାକୁ ନାଳର ସଫା ତଥା ସଫାଇ ଉପରେ ଖର୍ଚ୍ଚ କରାଯାଇଥାଏ।

ଭାରତରେ ବହୁତ ଲୋକ ତାସ୍‌ ଖେଳିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଆମେରିକାର ଅଲବାମାଠାରେ ତାସ୍‌ ଖେଳିବା ପାଇଁ କର ଦେବାକୁ ପଡ଼ିଥାଏ। ଏଠାରେ ତାସ୍‌ କିଣିବା ବାଲା ୧୦ ପ୍ରତିଶତ ଓ ବିକିବା ବାଲା ୭୧ ଟଙ୍କା ଟ୍ୟାକ୍ସ ଦେଇଥାଏ। ଏତଦ୍‌ବ୍ୟତୀତ ପ୍ରତି ବର୍ଷ ତାସ୍‌ର ଲାଇସେନ୍ସ ପାଇଁ ୨୧୩ ଟଙ୍କା ଦେବାକୁ ପଡ଼ିଥାଏ। ଏହି ଟିକସ ତାସର ୫୪ଟି ପତ୍ତା ତଥା ଏହାଠାରୁ କମ୍‌ ଖରିଦ ଉପରେ ଲାଗୁ ହୋଇଥାଏ। ଆମେରିକାର ଏରିଜୋନାଠାରେ ବରଫ ଟୁକୁଡ଼ା ଖଣ୍ଡ ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। କିନ୍ତୁ ଏଠାରେ ବରଫ ଖଣ୍ଡ କିଣିବା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିନଥାଏ।

ଆମେରିକା
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.