ନୂଆଦିଲ୍ଲୀ: ଝାଡଖଣ୍ଡର ଧନବାଦ୍ ଜିଲ୍ଲାରେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ନାରୁ ୬ ଟି ଗୁଳି ଚାଳନା କରାଯାଇଛି। ଏହି ଘଟଣା ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘଟିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଳି କରି ହତ୍ୟା ଝାଡ଼ଖଣ୍ଡ
ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମSeptember 29, 2025